logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଆନନ୍ଦ ନୃତ୍ୟ
ସାର୍ଦ୍ଧାଟ୍ ଆଟା

ଆନନ୍ଦ
ସାର୍ଦ୍ଧା / ୱେଡ଼କ୍

ଆବିଷ୍କାର କରିବା
ତିଆର୍‌ତୁଙ୍ଗାନାଦ୍ / ତିଆର୍‌ଜିୟାନାଦ୍

ଆବ୍ରୁତ୍ତି କରିବା
ଉଡିଦାନାଦ୍

ଆବିର୍ଭୂତ କରିବା
ତଳ୍‌ନାଦ୍

ଆଭାସଚିତ୍ର
ଲୋନ୍‌ୱାନ୍ନେ

ଆମିଷ
ଆଙ୍ଗନାଦ୍

ଆମୋଦ କରିବା
ସାର୍‌ଦ୍‌ଇଦାନାଦ୍

ଆମ୍ବ
ମାର୍‌କା
ପାଚିଲା ଆମ୍ବ ଭଲଲାଗେ
ପାଣ୍ଡଟ୍ଟା ମାର୍‌କା ସାୟମିଙ୍ଗିତ

ଆମେ ଖାଦ୍ୟଖାଇ ବଞ୍ଚୁ
ମାନାଡଟିଣ୍ଡତିଞ୍ଜ ବାଦ୍ କତାଡ୍


logo