logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅନୁମତି ଦେବା
ମା'ଟା ୱିଡ଼ସାନାଦ୍
ମୋତେ ଅନୁମତି ଦେଲେ
ନାକିଙ୍ଗ୍ ମା'ଟା ୱିଡ଼୍‌ସ୍‌ସିତ୍‌ଥୋର

ଅନୁମାନ କରିବା
ଆନାମାଦାମ୍
ଅନୁମାନକରି ତୀରମାର
ଆନାମାନାଟ କା'ଡ଼ୱାଡ୍‌ସାଟ୍

ଅନୁକରଣ କରିବା
ଉଡିତୁଙ୍ଗାନାଦ୍
ଲେଖାକୁ ଅନୁକରଣ କର
ରାସ ତାଜିଙ୍କ

ଅନୁତାପ କରିବା
ଆ'ଲସାନାଦ୍
ମୁଁ କରିଥିବା କାର୍ଯ୍ୟକୁ ଅନୁତାପ କରୁଛି
ନାନ୍ନାକୀସ୍‌ମାତ୍‌ଥା ପାଉୟଦିଙ୍କ୍ ଆଲ୍‌ସୋ ମିନ୍ଦେନ୍

ଅନୁବାଦ କରିବା
ଜୋତାଦାଦିଙ୍ଗ୍ କେତାତାନାଦ୍ କେତ୍‌ତାନ୍ ମା'ଟାତିଙ୍କ୍ କେଞ୍ଜିକେତ୍‌ନାଦ୍
ଓଡ଼ିଆ ଭାଷାକୁ କୋୟାରେ ଅନୁବାଦ କର
ଓଡ଼ିଆ ମା'ଟାତିଙ୍କ୍ କେ'ଞ୍ଜକୋୟା ମା'ଟାତେ କେତାନାଦ୍

ଅନୁପଯୁକ୍ତ
ମୁମାୟଆୟା

ଅନୁସରଣ କରିବା
ଉତିକିଦାନାଦ୍

ଅନ୍ତରୀପ
ଏରଦଚାଷ

ଅନ୍ଧାରକଣା
ମାସ୍‌ମାରେଙ୍ଗାନାଦ୍

ଅନ୍ଧାର
ଇକାଡ଼୍


logo