logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅପସନ୍ଦ କରିବା
ପାସ୍‌କାନାଦ୍
କାଳିଆ ମୋତେ ପସନ୍ଦ କରୁନାହିଁ
କାଲିଆଲ୍ ନାକିଙ୍କ୍ ପାସ୍‌କି ଥୋଣ୍ଡ

ଅଫିସ୍
ଆଫିସ୍

ଅବିବାହିତା
ୱିଡ଼

ଅବିବାହିତ
ୱିଡ଼ମାଳାନାଦ୍

ଅବତାର
ଅବତାର / ରୂପାମ୍

ଅବିଶ୍ୱାସ
ନାମ୍‌କାମ୍‌ଇଲ୍ଲେ

ଅବଶିଷ୍ଟ ପଦାର୍ଥ
ମାଦତ ଜୋଗଡ଼ାମ୍

ଅଭିନନ୍ଦନ
ସାୟାମାନୂଟ୍

ଅଭିନେତ୍ରୀ
ଆଟାନାଦ୍

ଅଭିନେତା
ଆଟାନୋଣ୍ଡ


logo