logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅମୃତଭଣ୍ଡା
କୋପ୍‌ପେ
ଅମୃତଭଣ୍ଡାରୁ ଭିଟାମିନ୍ ମିଳେ
କୋପ୍‌ପେନାଗ୍ ଭିଟାମିନ୍ ଦୋରକିତ୍

ଅମଳ
ପାଣ୍ଟା
ଅମଳ ହେଉଥିବା ଧାନ
ପାଣ୍ଟାପାଣ୍ଡି ମାତ୍‌ଥାୱାଞ୍ଜି

ଅଯୁଗ୍ମ
ଲାମ୍ବୋଡ଼

ଅରୁଆଚାଉଳ
ଆଡ଼ୱାନୂକା

ଅଧକପାଳୀ
ଅରୋଗଭା

ଅଲଗାକରିବା
ୱେରେ ୱିର୍‌ସ୍ପାନାଦ୍
ମୁଁ ଅଲଗାକରୁଛି
ନାନ୍‌ୱେରେ ୱିର୍‌ସ୍ପଥାନ୍

ଅଲଣା କଥା
ରୁଷ୍‌ଇଲୱା ମା'ଟା

ଅଲଗୁଣୀ
ସିଲିଡାଣ୍ଡ

ଅଳସୁଆ
ମଣ୍ଡିନୋଣ୍ଡ / ଲାଣ୍ଡିନୋଣ୍ଡ
ଅଳସୁଆ ଦୁଃଖପାଏ
ମଣ୍ଡିକୋର୍‌କ୍ ଦୁଖାମ୍‌ୱାଥା

ଅଳ୍ପ
ସୁଡୂଟେ
ତୁମେ ଅଳ୍ପ ଅଳ୍ପ ଲେଖ
ମୀର୍ ସୁଡୁଟ୍ ମୁଡୁଟ୍ ରା'ସାଟ୍


logo