logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଅଇଁଠା
ଏଙ୍ଗୂଲ୍

ଅକଲଗୁଡୁମ୍
ବୁଦ୍ଧୱାୱା
ମୋରମନ ଅକଲଗୁଡୁମ୍ ହେଲା
ନା'ମାନ୍‌ଦା ବୁଦ୍ଧ ୱାଦିଲ୍ଲି

ଅଙ୍କୃଶକୃମି
ଏରେ

ଅଙ୍କନ
ସିନ୍ନେୱାନ୍ନେ

ଅଖା
ବାସ୍ତା

ଅଙ୍ଗପ୍ରତ୍ୟଙ୍ଗ
କାଇଗାଲ୍
ମୋର ଅଙ୍ଗପ୍ରତ୍ୟଙ୍ଗ ଅଛି
ନାକିଙ୍ଗ୍ କାଇଗା'ଲ ମିନ୍ଦେ

ଅଗଣା
ଆଙ୍ଗାଡ଼ / ଘାଦ୍

ଅଜ୍ଞାନ
ଜ୍ଞାନ୍‌ଇଲୱନ୍

ଅର୍ଚ୍ଚନା କରିବା
ମୁରଙ୍ଗନାଦ୍
ଠାକୁରଙ୍କୁ ଅର୍ଚ୍ଚନା କର
ଦେୱୁଡ୍‌ତିଙ୍କ୍ ମୁରଗା

ଅଜା
ତାତା


logo