logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଗହନବନ
ରାଜା ଗହନବନକୁ ଶିକାର ପାଇଁ ଗଲେ
ବାଡ୍‌କାହାରବୁ
ବେଲାସ୍‍ ବାଡ୍‌କାହାରବୁଗେ ସେନ୍ଦ୍ରା କେରାସ୍‍
କୋହା ଟଡ଼ାଙ୍ଗ
ବେଲାସ କୋହା ଟାଡ଼ାଙ୍ଗ ସେସନ୍ଦ୍ରା କେରାସ

ଗହଳ
ଗହଳ ଜଙ୍ଗଲରେ ବନ୍ୟପଶୁ ରହନ୍ତି
ଝୁଣି
ଝୁଣି ହାରବୁନୁ ଜଙ୍ଗଲନ୍ତା ଜାନ୍ତୁ ରାଇଦ୍‍
ଘାନ
ଘନାଜାଙ୍ଗାଲନୁ ଜାଙ୍ଗଲି ଜାନ୍ତୁ ରାଇ

ଗମ୍ଭୀର
ସେ ସବୁବେଳେ ଗମ୍ଭୀର ହୋ‌ଇ ରହୁଛନ୍ତି
ଗୁମ୍‍
ଆସ୍‍ ଯାମାବାକେନ୍‍ ଗୁମ୍‍ ମାନି କରି ରାଦାସ୍‍
ଗୁମ୍‍
ଆସ ମ୍ବାମାବିକି ଗୁମ୍‍ ମାନାରକି ରାଆଲଦାସ୍‍

ଗଧିଆ
ଗଧିଆ ରାତିରେ ଚରିବାକୁ ବାହାରେ
ଚିତିରାଘଣ
ଚିତିରାଘଣ ମାଁହା ବାକେନ ମେନାଗେ ଉରଖିଦ୍‍
ଚିତ୍‌ରା ଲାକଡ଼ା
ଚିତ୍‌ରାଲାକଡ଼ା ମାଖାବିଲି ମେନା ଉରଖି

ଗଞ୍ଜା
ଗଞ୍ଜା କୁକୁଡ଼ା ରାତିରେ ଡ଼ାକେ
ଗାଞ୍ଜା
ଗାଞ୍ଜା ହେରୁଦ୍‍ ମାଁହା ଅଲହିଦ୍‍
ସଣହା
ସାଣହା କକ୍‌ରୋ ମାଖାନୁ ଚିଇଁଖି

ଗଢ଼ିବା
ମୂର୍ତ୍ତି ଗଢ଼ିବା ଶୀଳ୍ପିର କାମ ଅଟେ
ଗାଢ଼ନା
ମୂର୍ତ୍ତି ଗାଢ଼ନା ବାଡହାୟରଘି ନାଲଖୁ
ଗାଢ଼ନା
ମୂର୍ତ୍ତି ଗାଢ଼ନା ଚାରୀଗାରଘି ନାଲାଖ ହିକେ

ଗଣିବା
ଅସାବଧାନ ହେଲେ ଟଙ୍କା ଗଣିବା ଭୁଲ ହେବ
ଗନ୍‌ତି
ହେଡସା ମାଞ୍ଜକୁନ ରୁପିୟା ଗନ୍‌ତି ଭୁଲ ମାନିଦ୍‍
ଗନ୍‌ତି
ଧେୟାନମାଲକାତେ ରୁପିୟା ଗିନ୍‌ନା ଚୁକ୍‍ ମାନେ

ଗରଗର
ଦୁଷ୍ଟ ଲୋକ ସବୁବେଳେ ଗରଗର ହୁଏ
ଗେଁ ଗେଁ
ଖାରାପ ଆଲାସ ସବୁବାକେନ ଗେଁ ଗେଁ ମାନ୍ଦାସ୍‍
ଗେଁ ଗେଁ
ଖାରାପ ଆଲାସ ହୁରମିବାକି ଗେଁ ଗେଁ ମାନ୍ଦାସ୍‍

ଗଡ଼ିଲା
ବଲଟି କାଦୁଅରେ ଗଡ଼ିଲା
ଉଲଣ୍ଡାରା
ବଲବଦ୍‍ ଚତରନୁ ଉଲଣ୍ଡାରାଦ୍‍
ଗୁଡୁରନା
ବଲାଦ୍‍ ଚତରନୁ ଗୁଡୁରିଆ

ଗଣ
ତୁମର କେତୋଟି ଆଙ୍ଗୁଠି ଗଣ
ଗନା
ନିଙ୍ଘାଏ ଏଉଁଟା ଆଙ୍ଗଟି ଗନା
ଗିନ୍‌ଆ
ନିଙ୍ଘାଏ ଏଅଁଟା ଆଙ୍ଗଲି ଗିନ୍‍ ଆ


logo