logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଗତିବିଧି
ପୋଲିସ ଚୋରର ଗତିବିଧି ଲକ୍ଷ୍ୟ କରନ୍ତି
ରକମ ଢ଼କମ
ପୁଲିସ ଚରହାରଘି ରକମ ଢ଼କମ ନାଜାରାନାୟ
ରକମ ଢ଼କମ
ପୁଲିସ ଚରହାରଘି ରକମ ଢ଼କମ ନାଜାରାନାୟ

ଗପ
ମୋତେ ଗପ ଶୁଣିବାକୁ ଭଲ ଲାଗେ
କଥନି
ଏଙ୍ଗାନ କଥନି ମେନାଗେ ବାନେ ଲାଗିଦ୍‍
କଥନି
ଏଙ୍ଗାନ କଥନି ମେନାଗେ ଦାଓ ଲାଗି

ଗପବହି
ବାପା ମୋ ପାଇଁ ଗୋଟିଏ ଗପ ବହି ଆଣିଦେଲେ
କଥନିବହି
ଏମ୍ବାସ ଏଙ୍ଗାଗେ ଅଣ୍ଟା କଥନବହି ଅନ୍ଦ୍ରାଚାସ୍‍
କଥନିବହି
ଏମ୍ବାସ ଏଙ୍ଗାଗେ ଅଣ୍ଟା କଥନବହି ଅନ୍ଦ୍ରାଚାସ୍‍

ଗର୍ବ
ଗର୍ବ କଲେ ଖର୍ବ ହୁଏ
ଫୁଟାଣି
ଫୁଟାଣି କାମକୁନ ନକସାନ ମାନିଦ୍‍
ସ୍ୱାଡ଼ୱାରି
ବାଡ଼ୱାରି ମାଞ୍ଜକୁନ ନକସାନ ମାନି

ଗର୍ଜନ
ସିଂହ ଗର୍ଜନ ଶୁଣି ବନ୍ୟ ପ୍ରାଣୀ ଚୁପ ହୋ‌ଇଯାଆନ୍ତି
ଗାର୍ଜାରାନା
ସିଂହ ଗାର୍ଜାରାନା ମେନି ହାର୍ବୁନ୍ତା ଜାନ୍ତୁ କାଡେକାଡେ ରାଇକାଇଦ୍‍
ଗାର୍ଜାରାନା
ଜାଟ୍ଟା ଲାକଡ଼ାଘି ଗାର୍ଜାରାନା ମେନାକି ଟଡ଼ାଙ୍ଗତା ଜୀବଜନ୍ତୁ ନିଃସାବାଦ ମାନିକାଲି

ଗଛ
ଗଛ ଲଗାଅ ଜୀବନ ବଞ୍ଚାଅ
ମାନ୍‌ନୁ
ମାନ୍‌ନୁ ଇଦାକିରି ଜିଆ ବାଞ୍ଚାବା
ମାନ୍ନେ
ମାନ୍ନେ ଇଦ୍‌ଆର୍‌ ଜିୟାବାଚାବାଆ

ଗଛଲତା
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ
ମାନ୍‌ନୁଲହ
ହାରବୁନୁ ରକମରକମ ମାନ୍‌ନୁଲହ ରାଇଦ୍‍
ମାନେମାସ
ଟାଡ଼ାଙ୍ଗନୁ ରାକାମ୍‍ ରାକାମ୍‍ ମାନ୍ନେମାସ ରାଇ

ପଚାରି
ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ
ମେନି
ମାବୁଝରନା ବିଷୟ ମାଷ୍ଟରସିନ୍‍ ମେନିକିରି ବୁଝରା
ମେନି
ମାବୁଝରନା ବିଷୟ ମାଷ୍ଟରସିନ୍‍ ମେନିକିରି ବୁଝରା

ଗରୀବ
ଆମ ରାଜ୍ୟରେ ଗରୀବଙ୍କ ସଂଖ୍ୟା ବେଶୀ
ଗରିବ
ନାଙ୍ଘାଏ ରାଜ୍ୟନୁ ଗରିବଯାମାରଘି ସଂଖ୍ୟା ବାଗ୍‌ଗେ
ଗରିବ
ନାଙ୍ଘାଏ ରାଜନ୍‍ ଗରିବଯାମାରଘି ସଂଖ୍ୟା ବାଗ୍‌ଗେ

ଗଠିତ
ବିଧାୟକମାନଙ୍କୁ ନେଇ ବିଧାନସଭା ଗଠିତ ହୋ‌ଇଛି
ଗଠିତ
ବିଧାୟକ ଯାମାରିନ୍‍ ହ‌ଇକରି ବିଧାନସଭା ଗଠିତ ମାଞ୍ଜିକିଚିଦ୍‍
କାମାରନା
ବିଧାୟକ ମାମାରିନ୍‍ ହୋଆରକି ବିଧାନ ସାଭା କାମାରକି ରାଇ


logo