logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଖପରା
ହାଣ୍ଡି ଭାଙ୍ଗିଗଲେ ଖପରା ହୋ‌ଇଯାଏ
ଖାପରା
କାଟ୍‌ଟୁ ହଟ୍‌ରାହାଲେ ଖାପରା ମାନିଦ୍‍
ଖାପରା
କାଟ୍‌ଟୁ ହଟ୍‌ରାହାଲେ ଖାପରା ମାନିଦ୍‍

ଖଜୁରି
ଆମ ଗାଁରେ ଡ଼େଙ୍ଗା ଡ଼େଙ୍ଗା ଖଜୁରି ଗଛ ଅଛି
ଖିଜିରି
ଏମା ଡ଼ିହିନୁ ମେଛା ମେଛା ଖିଜିରି ମାନ୍‌ନୁ ଆତ୍‌ଲିଦ୍‍
ଖିଜିରି
ଏମା ଡ଼ିହିନୁ ମେଛା ମେଛା ଖିଜିରି ମାନ୍‌ ଆତ୍‌ଲି

ଖଡ଼ିକା
ଖଡ଼ିକାରେ ଗୁହାଳ ସଫା କରାଯାଏ
ଚାଲକି
ଚାଲ୍‌କିତି ଗଂସଲେ ସାଫା କାମନାୟ
ଚାଲକି
ଚାଲ୍‌କିତି ଗୁଇଁସାଲିନ୍‍ ସାଫା କାମନାୟ

ଖରାପ
ଖରାପ ପାଗ ଶରୀର ପାଇଁ ଅନିଷ୍ଟକର
ଖାରାପ
ଖାରାପ ପାଗୁ ମେଦୁ ଲାଗାନ ନୁକସାନ
ଖାରାପ
ଖାରାପ ପାଗ ମେଦୁ ଲାଗାନ ନୁକସାନ

ଖରାଦିନ
ଖରାଦିନରେ ପାଶା ସଙ୍କଟ ଦେଖାଦିଏ
ବିଡ଼ନା ଉଲ୍ଲା
ବିଡ଼ନା ଉଲ୍ଲା ଆମ୍ମୁ ସଙ୍କଟ ଏଥ୍ରିଦ୍‍
ବିଡ଼ନା ଉଲ୍ଲା
ବିଡ଼ନା ଉଲ୍ଲା ଆମ୍ମୁ ସଙ୍କଟ ଏଥ୍ରି

ଖରା
ଖରାରେ ଜଳରୁ ବାଷ୍ପ ଉପରକୁ ଉଠେ
ବିଡ଼ନା
ବିଡ଼ନାବାକେନ୍‍ ଆମ୍ମୁନ୍ତିନ ଭାପ୍‌ଫେ ମିୟାଁ ଆର୍‌ଗିଦ୍‌
ବିଡ଼ନା
ବିଡ଼ନାବାକେନ୍‍ ଆମ୍ମୁନ୍ତିନ ଭାପ୍‌ଫେ ମିୟାଁ ଆର୍‌ଗିଦ୍‌

ଖଦଡ଼ା
ଗହମ ପେଶିବା ପରେ କିଛି ଖଦଡ଼ା ଅଂଶ ଥାଏ
ଖାର୍‌ଖାସା
ଗହମ ପେଶ୍‌କାନ୍ତିନ ଥଡ଼େ ଖାର୍‌ଖାସା ରାୟିଦ
ଖାର୍‌ଖାସା
ଗହମ କାସନାନ୍ତି ଥଡ଼େ ଖାର୍‌ଖାସା ରାୟିଦ

ଖରଚା
ପିଲାଙ୍କ ପଠୋପକରଣ ନିମନ୍ତେ କିଛି ଖରଚା ହୁଏ
ଖାରଚା
ହାଦ୍‌ଦାର ପାଢାନା ଜିନିଷଘି ଲାଗାନ୍‍ ଥଡ଼େ ଖାରଚା ମାନିଦ୍‍
ଖାରଚା
ହାଦ୍‌ଦାର ପାଢାନା ଜିନିଷଘି ଲାଗାନ୍‍ ଥଡ଼େ ଖାରଚା ମାନିଦ୍‍

ଖସ‌ଖାସ୍‍
ରାତିରେ ଖସ‌ଖାସ୍‍ ଶବ୍ଦ ଶୁଣି ମୁଁ ଡରିଗଲି
ଖସ୍‌ଖାସ୍‍
ମାହାଁ ଖସ୍‌ଖାସ୍‍ ଶବଦ୍‍ ମେନି କରି ଏନ୍‍ ଏଲଚାକାନ କେରକାନ
ଖସ୍‌ଖାସ୍‍
ମାଖା ଖସ୍‌ଖାସ୍‍ ଶାକାନ୍‍ ମେନାକି ଏନ୍‍ ଏଲଚକାନ କେରକାନ

ଖଞ୍ଜଣି
ଆଜିକାଲି ଖଞ୍ଜଣି ଗୀତ ଆଉ ଶୁଣିବାକୁ ମିଳୁନି
ଖାଞ୍ଜଣି
ଇନ୍‌ନାନେଲା ଖାଞ୍ଜଣି ଗିତୁ ଆରୁ ମେନାଗେ ମାଲ୍ଲା ହାଖରୁଦ୍‍
ଖାଞ୍ଜଣି
ଇନେଲା ଖାଞ୍ଜଣି ଦାଣ୍ଡି ମେନା ମାଲ୍ଲା ଖାକ୍‌ରାଲି


logo