logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

କେତେବେଳେ
ତୁମ ବିଦ୍ୟାଳୟ କେତେବେଳେ ଖୋଲେ ?
ଏକାବାକେନ୍‍
ନିମା ଇସ୍‌କୁଲ ଏକାବାକେନ୍‍ ଖୁଲରିଦ୍‍ ?
ଏକାବାକି
ନିମହାୟ ଇସ୍‌କୁଲ ଏକାବାକି ଖୁଲରି ?

କେତୋଟି
ଆମ ରାଜ୍ୟରେ କେତୋଟି ଜିଲ୍ଲା ?
ଚାଲଗତର୍‌ନା
ବାହାଁକିୟାଁ ଏସ୍‌ରୁକୁନ ଚାଲଗତ ଲାଗିଦ୍‍ ?
ଏଁଓଠୁ
ନିମ୍‌ହାୟ ରାଜିନୁ ଏଁଓଠୁ ଜିଲ୍ଲା ?

କେଉଁମାନେ
କେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି ?
ନେଦ୍‍
ନେଦ୍‍ ଭୋଟ୍‌ ଚିଆଗେ ଯୋଗ୍ୟ ରାନାୟ୍‍ ?
ନେଦ୍‍
ନେଦ୍‍ ଭୋଟ୍‌ ଚିଆଗେ ଯୋଗ୍ୟ ରାନାୟ୍‍ ?

କେତେ
ପୃଥିବୀଠାରୁ ସୂର୍ଯ୍ୟର ଦୂରତା କେତେ ?
ଏ‌ଗ୍‌ଡେ
ପୃଥିବୀନ୍ତିନ୍ ବିଡ଼ିଘି ଗେଛା ଏଗ୍‌ଡେ ?
ଏଅନ୍ଦା
ପୃଥିବୀନ୍ତି ବିତିଦ୍ଧ ଗେଛୋ ଏଅନ୍ଦା ?

କେବେ
ବସନ୍ତ ଋତୁ କେବେ ଆସେ ?
ଏକ୍‌ଲା
ବସନ୍ତ ଋତୁ ଏକ୍‌ଲା ବାରିଦ୍‍ ?
ଇକ୍‌ଲା
ବସନ୍ତ ଇକ୍‌ଲା କାର୍‌ଇ ?

କେଉଁଠିକି
ଆମ ଶାଲୁଙ୍କି ନଦୀ କେଉଁଠିକି ବହିଯାଏ ?
ଏକାସାନ୍‌ଗେ
ଏମା ଶାଲୁଙ୍କି ହଂସ୍‌ରା ଏକାସାନ୍‌ଗେ ବହିଦ୍‍ ?
ଏକାସାନ୍‌ଗେ
ଏମ୍‌ହାୟ ଶଲୁଙ୍କି ଖାଡ୍‍ ଏ ଏକସାନ୍‌ଗେ ବହାରିଇ ?

କେଶର
ଅଣ୍ଡା କେଶରର ରଙ୍ଗ ହଳଦିଆ ଅଟେ
ବେଲ
ମାଞ୍ଜି ବେଲଘି ରଙ୍ଗ ହଲଦିଆ ରାଇଦ୍‍
ବେଲ
ବିଇ ବେଲଘି ରାଙ୍ଗ୍ ବାଲକା ରାଙ୍ଗ ତାଲି

କୋଟି
ଶହେ ଲକ୍ଷରେ ଏକ କୋଟି ହୁଏ
କୁଟି
ଶହେ ଲାଖନୁ ଏକ କୁଟି ମାନିଦ୍‍
କୁଟି
ଶହେ ଲାଖନୁ ଓନ୍‌କୁଟି ମାନି

କୋଣ
ପିଲାଟି ଘର କୋଣରେ ଲୁଚିଛି
କ‌ଅଣା
କୁକ୍କୋସ ଏଡପା କ‌ଅଣାନୁ ନୁହୁରାକାଦାସ୍‍
କ‌ଅଣା
କୁକ୍କୋସ ଏଡପା କ‌ଅଣାନୁ ନୁଖୁରକାଦାସ

କୋ‌ଇଲି
ବସନ୍ତ ଋତୁରେ କୋ‌ଇଲି ଗୀତ ଗାଏ
କୁଇଲି
ବସନ୍ତ ଋତୁନୁ କୁଇଲି ଗିତ ପାଢିଦ୍‍
କୁଇଲି
ବସନ୍ତ ଋତୁନ୍‍ କୁଇଲି ଡାଣ୍ଡି ପାଡ଼ି


logo