logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ହାଟ
ଆମ ଗାଁରେ ଶନିବାର ଦିନ ହାଟ ବସେ
ହାଟ୍ଟେ
ଏମ୍‌ହାଏ ଡିହିନୁ ଶନିବାର ଉଲ୍ଲା ହାଟ୍ଟେ ଅକ୍କିଦ୍‍
ପୀଠ୍‍
ଏମ୍‌ହାଏଁ ପାଦ୍ଦାନୁଁ ଶାଞ୍ଚାର ଉଲ୍ଲା ପୀଠ୍‍ ଉକ୍କି

ହାଣ୍ଡି
ଆଜିକାଲି ମାଟି ହାଣ୍ଡି ଆଉ ଚାଲୁ ନାହିଁ
କାଟ୍ଟୁ
ଇନ୍ନାନେଲା ହାଜ୍ଜୁ କାଟ୍ଟୁ ଆଉ ଚାଲରୁ ମାଲ୍ଲା
କାଟ୍ଟୁ
ଇନ୍ନେଲା ଖାଜ୍ଜେ କାଟ୍ଟୁ ଆଉର ମାଲା ଚାଲ୍‌ରାଆ ଲାଗି

ହାର
ମୋତି ହାର ଦେହକୁ ସୁନ୍ଦର ଲାଗେ
ହାର
ମୋତି ହାର ମେଦୁଗେ ବାନେ ଲାଗିଦ୍‍
ମାଲା
ମୋତି ମାଲା କାୟାଗେ ସୁନାର ଲାଗ୍ଗ

ହାରମୋନିୟମ
ମୁଁ ହାରମୋନିୟମ ବଜାଇ ଶିଖୁଛି
ହାରମୋନିୟମ
ଏନ ହାରମୋନିୟମ ଆସ୍‌ସାଗେ ଶିଖ୍ରାଲଦାନ
ହାରମୋନିୟମ
ଏନ ହାରମୋନିୟମ ଆସ୍‌ସାଗେ ଶିଖ୍ରାଲଦାନ

ହାତୀ
ଆଜିକାଲି ହାତୀମାନେ ଗାଁ ଗଣ୍ଡାକୁ ପଶି ଆସୁଛନ୍ତି
ହାତୀ
ଇନ୍ନାନେଲା ହାତୀ ଗୁଠିଦ୍‍ ଡିହି ପାଆଡା କରା କାଲିଦ୍‍
ହାତୀ
ଇନ୍ନେଲା ହାତୀ ଗୁଠିଦ୍‍ ପାଦ୍ଦା-ଖେପ୍ପାନୁଁ କରଆ କାଲାଲି

ହାୱା
ଖରାଦିନର ଗରମ ହାୱା ସମ୍ଭାଳି ହୁଏ ନାହିଁ
ଧୁକା
ବିଡ଼ନାଉଲ୍ଲା ଅରନା ଧୁକା ସାମ୍ଭାଡା ମା କାଇଦ୍‍
ଧୁକା
ବିଡ଼ନାଉଲ୍ଲାନ୍ତା ଅରନା ଧୁକା ମାଲ୍‍ ସାମ୍ଭଡାର‌ଇ

ହାଲିଆ
ପାହାଡ଼ ଚଢ଼ିଲେ ଖୁବ୍‍ ହାଲିଆ ଲାଗେ
ଥାକା
ପାର୍ତ୍ତା ଆରକୁନ ଜୋର ଥାକା ଲାଗିଦ୍‍
ଥାକା
ପାର୍ତ୍ତା ଆରକୁନ ଜୋର ଖାଡ଼ଦିକା ଲଗ୍ଗ

ହାଲୁକା
ଶିମିଳି ତୂଳା ଖୁବ୍‍ ହାଲୁକା
ଉସାସ
ଶିମାଲି ମେରୁ ମୁରୁକ ଉସାସ
ନେବ୍ବା
ଶିମ୍ବାଲି ତୁଇ ମୁରୁକ୍‍ ନେବ୍ବ

ହାଜର
ବାପା ଡ଼ାକିଲେ ମୁଁ ତୁରନ୍ତ ହାଜର ହୁଏ
ବାରଦାନ
ବାଙ୍ଗସ ମେଁହକୁନ ଏନ ଜାଲଦି ବାରଦାନ
ହାଜିର
ବାଙ୍ଗସ ମେଖକୁନ୍‍ ଏନ ଜାଲଦି ହାଜିର ମାନ୍ଦାନ୍‍

ହାରିବା
ହାରିବା ଦ୍ୱାରା ଜିତିବାର ଇଚ୍ଛା ଜାତ ହୁଏ
ହାରନା
ହାରନା ଲାଗାନ ଜିତାଗେ ମନ ଲାଗିଦ୍‍
ହାରନା
ହାରନା ତିଲେ ଦିତ୍‌ଆଗେ ମାନ୍ନ ଲାଗ୍ଗ


logo