logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ସାହାସ
ରବି ସାହାସ ଧରି ନଦୀରୁ ରମାକୁ ଉଦ୍ଧାର କଲା
ସାହାସ୍‍
ରବିସ୍‍ ସାହାସ୍‍ କାମାକରି ଜୋଡୁନ୍ତି ରମାସିନ୍‍ ମୁକ୍ତାଚାସ୍‍
ସାହାସ୍‍
ରବିସ୍‍ ସାହାସ୍‍ କାମାକରି ଖାଡ଼ାନ୍ତି ରମାସିନ୍‍ ଉଦ୍ଧାର ନାଞ୍ଜାସ୍‍

ସାଜସଜା
ଭାଇଙ୍କ ବାହାଘର ବେଳେ ଆମେ ଘର ସାଜସଜା କଲୁ
ସାଜାସୁଜି
ଭାଇସ୍‍କି ବେଞ୍ଜାଆଡ୍‌ପା ବାକେନ୍‍ ଏମ୍ଭୋ ଆଡ୍‌ପା ସାଜାସୁଜି ନାଞ୍ଜକାମ୍‍
ସାଜାସାଜି
ଭାଇସ୍‍ଘି ବେଞ୍ଜା ଏଡ୍‌ପା ବାରି ଏମ୍‍ ଏଡ୍‌ପା ସାଜାସାଜି ନାଞ୍ଜକାମ୍‍

ସାମୁହିକ
ପୋଖରୀ ସଫା ଏକ ସାମୁହିକ କାର୍ଯ୍ୟ ଅଟେ
ଜାମାର୍‌ଘି
ପଖାରୀ ସାଫା ଅଣ୍ଟା ଜାମାର୍‌ଘି ନାଲଖୁଦ୍‍
ଜାମାର୍‌ଘି
ପଖାରୀ ସାଫା ଅଣ୍ଟା ଜାମାର୍‌ଘି ନାଲଖ୍‍ ତାଲି

ସାଉଁଳା
ମାଆଙ୍କର ସ୍ନେହଭରା ସାଉଁଳା ମୋତେ ଶାନ୍ତି ଦିଏ
ସାଉଁରା
ଆୟାଙ୍ଗଘି ବାନେସେ ସାଉଁରାନାତି ଏଙ୍ଗା ବାନେଲାଗିଦ୍‍
ସାଅଁରା
ଆୟାଙ୍ଗଘି ହ୍ନୋଁଭାରି ସାଅଁରା ଏଙ୍ଗା ଶାନ୍ତି ଚିଇ

ସିଞ୍ଚିବା
କେହି ଅଚେତ ହେଲେ ମୁହଁରେ ପାଣି ସିଞ୍ଚିବା ଉଚିତ
ଛିଛାଣାନା
ନେଦ୍‍ ବିହୋସ ମାଞ୍ଜକୁନ୍‍ ମୁହିଁନୁ ଆମ୍ମୁ ଛିଛାଣାନା କାଥାଦ୍‍
ଛିଛ୍‌ଡାଆନା
କେକ୍‌ଇମ୍‍ ଅଚେତ୍‍ ପାଞ୍ଜକୁନ୍‍ ମୁଇଁନୁ ଆମ୍ମ ଛିଡ଼ି ଡାଆନା ଉଚିତ୍‍

ସିଲିଣ୍ଡର
ଦୋକାନୀ ସିଲିଣ୍ଡରରେ ଗ୍ୟାସ ବିକ୍ରି କରେ
ସିଲିଣ୍ଡର
ଦୁକାନ୍‌ବାଲାସ୍‍ ସିଲିଣ୍ଡରନୁ ଗ୍ୟାସ ବିସିଦାସ୍‍
ସିଲିଣ୍ଡର
ଦୁକାନ୍‌ବାଲାସ୍‍ ସିଲିଣ୍ଡରନୁ ଗ୍ୟାସ ବିସିଦାସ୍‍

ସିମ୍ପାଞ୍ଜି
ଆଫ୍ରିକା ଜଙ୍ଗଲରେ ସିମ୍ପାଞ୍ଜିମାନେ ରହନ୍ତି
ସିମ୍ପାଞ୍ଜି
ଆଫ୍ରିକା ହାର୍ବୁନୁ ସିମ୍ପାଞ୍ଜିଗୁଠିଦ୍‍ ରାଇଦ୍‍
ସିମ୍ପାଞ୍ଜି
ଆଫ୍ରିକା ଟୋଡ଼ାଙ୍ଗନୁ ସିମ୍ପାଞ୍ଜିଗୁଠିଦ୍‍ ରାଇ

ସିଂହ
ସିଂହ ସବୁଠାରୁ ବଳବାନ ପଶୁ ଅଟେ
ସିଂହ
ସିଂହ ଯେତେଘିନ୍ତି ତାକତ୍‌ବାଲା ଜାନ୍ତୁ ରାଇଦ୍‍
ବାଟ୍ଟା ଲାକଡ଼ା
ଜାଟ୍ଟା ଲାକିଡ଼ା ଉର୍ମିନ୍ତି ତାକାତ୍‍ ଆୱଲା ଜାନ୍ତୁ ତାଲି

ସୀମା
ଆମ ଦେଶକୁ ସୀମା ସୁରକ୍ଷା ବାହିନୀ ଜଗନ୍ତି
ସୀମା
ଏମ୍ବାୟ ଦେଶବନ୍‍ ସୀମା ଜାଗ୍‌ନା ପଲଟନ୍‍ ଜାଗନାର୍‍
ସୀମାନ
ନାମ୍‌ହାଏ ଦେଶାନ୍‍ ସୀମାନ୍‍ ଏରୁଖୁଜୁ ପାଲଟାନ୍‍ ଖାପ୍‌ନାର

ସୁସ୍ଥ
ଦୀର୍ଘ ଦିନ ପରେ ମୋର ଜେଜେ ସୁସ୍ଥ ହେଲେ
ବାନେ
ଢ଼େର୍‍ ଉଲ୍ଲା ବାଦ୍‍ ଏଙ୍ଗେ ଆଜସ୍‍ ବାନେ ମାଞ୍ଜାସ୍‍
କୋଡ଼େ
ଢ଼େର୍‍ ଉଲ୍ଲା ଖୋଖୋ ଏଙ୍ଗ ଆକ୍କସ୍‍ କୋଡ଼େ ମାଞ୍ଜାସ୍‍


logo