logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ବାସ
ଫୁଲର ବାସ ଚହଟି ଯାଉଛି
ବାସ୍ନା
ଫୁଫୁଘି ବାସ୍ନା ମାହାକାରା କାଲି
ବାସ୍ନା
ପୁଁପଙ୍ଘି ବାସ୍ନା ମାହୁକାରଆ କାଲି

ବାନର
ବାନର ଡାଳ ରୁ ଡାଳ ଡେଇଁ ଡେଇଁ ପଳାଏ
ତିର୍ଗା
ତିର୍ଗାଦ୍‍ ଡାଢ଼ାନ୍ତି ଡାଢ଼ା ଡେଗାଡେଗା ବୁଙ୍ଗିଦ୍‍
ତିଗା
ତିଗଗାଦ୍‍ ଡାଡାନ୍ତି ଡାଆଡ଼ା ଡେଗ୍‌ଆ ଡେଗ୍‌ଆ ଭୁଙ୍ଗି

ବାରିଷ୍ଟର
ମଧୁବାବୁ ପ୍ରଥମ ଓଡ଼ିଆ ବାରିଷ୍ଟର
ବାରିଷ୍ଟର
ମଧୁବାବୁ ପହିଲା ଉଡ଼ିଆ ବାରିଷ୍ଟର
ବାରିଷ୍ଟର
ମଧୁବାବୁ ପହିଲା ଉଡ଼ିଆ ବାରିଷ୍ଟର

ବାରମ୍ବାର
ଦୁଷ୍ଟ ପିଲା ବାରମ୍ବାର କଳି କରନ୍ତି
ସବୁବାକେନ୍‍
ଖେଚଡ୍‍ କୁକର୍‍ ସବୁବାକେନ୍‍ ଝାଗ୍‌ଡା କାମନାର୍‍
ବାରବାର
ଖେଚାର୍ଡ଼ ଖାଦ୍ଦାର ବାରବାର ଝାଗଡ଼ା ନାନ୍ନାର

ବାର୍ଦ୍ଦକ୍ୟଭତ୍ତା
ସରକାର ବାର୍ଦ୍ଧକ୍ୟ ଭତ୍ତା ଦେଇଥାନ୍ତି
ପାଚୋପାଚ୍‌କି
ସାରକାର୍‍ ପାଚୋପାଚ୍‌କିଗେ ଭାତ୍ତା ଚିଇଦ୍‍
ପାଚଗି ଭତ୍ତା
ସାରକାର ପାଚ୍‌ଗି ଭତ୍ତା ଚିଇ

ବାସଗୃହ
ଯାଯାବରମାନଙ୍କର ବାସଗୃହ ନଥାଏ
ଆଡ୍‌ପ୍ପାପାଲି
ବୁଲାଭୁଟ୍‌କାର୍‌ଘି ଆଡ୍ଡପ୍ପାପାଲି ମାରାଇଦ୍‍
ବାସେରାଏଡ୍‌ପା
ଭୁଲାଭାଟ୍‌କରପି ବାସେରା ଏଡ୍‌ପା ମାଲା ରାଇ

ବାଇଗଣ
ବାଇଗଣ ଚାଷ ଏକ ଲାଭ ଜନକ ଉଦ୍ୟୋଗ
ଭେଟାଙ୍ଗୋ
ଭେଟାଙ୍ଗୋ ଚାଷ ଅଣ୍ଟା ଲାଭ୍‌ଚିନା ବେଉସାଦ୍‍
ଭେଟାଙ୍ଗୋ
ଭେଟାଙ୍ଗୋ କ୍ଷିତି ଅଣ୍ଟା ଲାଭ୍‌ଚିନା ବେଉସାଦ୍‍

ବାହାଘର
ଗତବର୍ଷ ଆମ କକାଙ୍କର ବାହାଘର ହେଲା
ବେଞ୍ଜାଆଡ୍‌ପ୍ପା
କେରା ବରଷ୍‍ ଏମ୍ଭାୟଁ କାକାସ୍‌କି ବେଞ୍ଜାଆଡ୍‌ପା ମାଞ୍ଚା
ବେଞ୍ଜାଏଡ୍‌ପା
କେରା ବାରାଷ୍‍ ଏମ୍‌ହାଏଁ କାକାସ୍‌ଘି ବେଞ୍ଜା ଏଡ଼ପା ମାଞ୍ଜା

ବାହାରକୁ
ରାତିରେ ବାହାରକୁ ଯିବା ପାଇଁ ମୁଁ ଡରେ
ବାହାରିଗେ
ମାହାଁ ବାହାରିଗେ ଉରଖାଗେ ଏନ୍‍ ଏଲଚେଦାନ୍‍
ବାହ୍‌ରି
ମାଖା ବାହାରି କାଲାଗେ ଏନ୍‍ ଏଲ୍‌ଚେଦାନ୍‍

ବାଲି
ବସି ଖାଇଲେ ନଈ ବାଲି ସରେ
ଚାଲକ୍ରି
ଅକୁନ୍‍ ଆଣ୍ଡକୁନ୍‍ ଜୋଡୁନ୍ତା ଚାଲକ୍ରି ମୁଞ୍ଜର୍‍
ଚାଲକୁର
ଅକ୍କାର ଅଣ୍ଡକାତି ଖାଡ୍‌ଚାଲକୁର ମୁଞ୍ଜରିଲେ


logo