logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ବାଟ
ଅନ୍ଧକୁ ବାଟ ଦେଖାଇବା ଏକ ପରମ ଧର୍ମ
ପାବୁ
କଣାସିନ୍‍ ପାବୁ ଏଦ୍‌ନା ଅଣ୍ଟା ଧରମ୍‍ ନାଲଖୁଦ୍‍
ପାବେ
କଣାସିନ୍‍ ପାବେ ଏଦେନା ଅଣ୍ଟା ଧରମ୍‍ ନାଲଖ୍‍ ତାଲି

ବାଜା
ଭୋଜିରେ ବାଜା ବାଜିଲେ ଲୋକେ ନାଚନ୍ତି
ବାଜା
ଭୁଜିନୁ ବାଜା ସାଡ୍ଡିକୁନ୍‍ ଆଲାର୍‍ ବାର୍‌ନାର୍‍
ବାଜା
ଭୁଜିନୁ ବାଜା ସାଡ୍ଡିକୁନ୍‍ ଆଲାର୍‍ ନାଲ୍‌ନାର

ବାଟିଲେ
ଆମ ମା ତରକାରୀ ପାଇଁ ବେସର ବାଟିଲେ
କାସ୍‌ସା
ଏମ୍ଭେ ଆୟାଙ୍ଗ ଆଢା ଘି ଲାଗାନ୍‍ ବାଲ୍‌କା କାସ୍‌ସା
କାସ୍‌ସା
ଏମ୍‍‌ହାଏଁ ଆୟାଙ୍ଗ୍ ଆମଖିଗେ ବାଲକା କାସ୍ତ୍ରା

ବାପର ଭାଇ
ସମୀର ମୋ ବାପାର ଭାଇ ଅଟନ୍ତି
ବାଙ୍ଗକି ଭାଇ
ସମୀରସ୍‍ ଏଙ୍ଗେ ବାଙ୍ଗକି ଭାଇସ୍‍
ବାବାସ୍‌ଘି ବାଙ୍ଗାସ୍‍
ସମୀରାସ୍‍ ଏଙ୍ଗ୍ ବାଙ୍ଗାସ୍‌ଘି ଶ‌ଇୟୋସ୍‍ ତାଲ୍‌ଦାସ୍‍

ବାୟା ଚଢେଇ
ଖଜୁରୀ ବାହୁଙ୍ଗା ଅଗରେ ବାୟା ଚଢେଇ ଘର କରେ
ଚରୋ ଅଢ଼ା
ଖିଜିରୀ ବାହିଁଘି ଆଗିନୁ ଚରୋ ଅଢ଼ା ଆଡ୍‌ପା କାମି
ଚରୋ ଅଡ଼ା
କିନ୍ଦା ଡାଡ଼ିନୁଁ ଟରୋ ଅଡ଼ା ଏଡ଼ପା କାମ୍‌ଇ

ବାସସ୍ଥଳୀ
ଜଙ୍ଗଲ ବାଘ ଭାଲୁଙ୍କ ବାସସ୍ଥଳୀ
ରାନାଆଢ଼ା
ହାର୍‌ବୁନୁ ଲାକଡ଼ା ଭାଲୁଗୁଠିଘି ରାନାଆଢ଼ା
ରାଆନା ଆଡ୍ଡା
ଟୋଡ଼ାଙ୍ଗ ଲାକ୍‌ଡ଼ା ଭାଲୁ ଘି ରଆନା ଆଡ୍ଡା

ବାହାର
ଘର ବାହାରେ ପରିବେଶ ସଫା ରଖ
ବାହାରି
ଆ‍ଢ୍‌ପ୍ପା ବାହାରି ଗୁଠିନ୍‍ ସାଫା ଇୟା
ବାହାରି
ଏଡ୍‌ପା ବାହ୍‌ରେ ସାଫା ଉଇୟା

ବାଛିବାଛି
ଦୋକାନରୁ ଆମେ ବାଛି ବାଛି ପରିବା କିଣୁ
ଚାଜାଚାଜା
ଦୁକାନ୍ତି ଏମ୍‍ ଚାଜାଚାଜା ଆଢ଼ା ଦେନ୍ଦଦାମ୍‍
ଚାଜାଚାଜା
ଦୁକାନ୍ତି ଏମ୍‍ ଚାଜାଚାଜା ଆଡ଼ଖା-ଚେଖେଲ ଖେନ୍ଦଦାମ୍‍

ବାଛୁରୀ
ବାଛୁରୀ ଡେଇଁ ଡେଇଁ ଖେଳୁଛି
ବାଛୁର୍‍
ବାଛୁର୍‍ ଡେଗାଡେଗା ବେଚାଲି
ବାଛ୍‌ରୁ
ବାଛରୁ ଡେଗାଡେଗା ବେଚାଲି

ବାଚସ୍ପତି
ବାଚଷ୍ପତି ବିଧାନସଭା ପରିଚାଳନା କରନ୍ତି
ବାଚସ୍ପତି
ବାଚଷ୍ପତି ବିଧାନସଭବନ୍‍ ଚାଲାବାଦାସ୍‍
ବାଚସ୍ପତି
ବାଚଷ୍ପତି ବିଧାନ ସାଭାନ୍‍ ଚାଲା ବାଆଦାସ୍‍


logo