logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ବୁଦ୍ଧିଦାତା
ଈଶ୍ୱର ବୁଦ୍ଧିଦାତା ଅଟନ୍ତି
ବୁଦ୍ଧିଦାତା
ଈଶ୍ୱର ବୁଦ୍ଧିଦାତା ରାଦାସ
ଲୂରଚିଉସ
ଧାର୍ମେସ୍‍ ଲୂରଚିଉସ୍‍ ତାଲ୍‌ଦ୍ରାସ୍‍

ବେମାର
ରାଜୁ ଜ୍ୱରରେ ବେମାର ପଡିଛି
ବେମାର
ରାଜୁସ ନାଣିତି ବେମାର ଖାତରକାଦାସ୍‍
ବେମାର
ରାଜୁସ ନାଣିତି ବେମାର ଖାତରକାଦାସ୍‍

ବେଳା
ସକାଳ ବେଳା ମନ ପ୍ରଫୁଲ୍ଲ ରହେ
ବିଡିଇ
ପାଇରି ବିଡିଇ ମନ ଚାଙ୍ଗା ରାଇଦ୍‍
ବେଡ଼ା
ପାଇରି ବେଡ଼ା ମାନ୍ନ ଋଙ୍ଗା ରାଇ

ବେଲୁନ
ଫୁଙ୍କିଲେ ବେଲୁନ ଫୁଲିଯାଏ
ବେଲୁନ
ଉରକୁନ ବେଲୁନ ଫୁଲରିକାଇଦ୍‍
ବେଲୁନ
ଉରକୁନ ବେଲୁନ ପୁଖିକାଲି

ବେଲୁନ
ବେଲପତ୍ର ପୂଜାରେ ବ୍ୟବହୃତ ହୁଏ
ହଟ୍ଟା
ହଟ୍ଟା ଆଥା ପୁଜାନୁ ବ୍ୟବହାର ମାନିଦ୍‍
ଖୋଟ୍ଟା
ଖୋଟ୍ଟା ଆତ୍‌ଖା ପୂଜାନୁଁ ଲାଗ୍ଗ

ବେଙ୍ଗ
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ
ବେଙ୍ଗା
ବେଙ୍ଗା ଅଣ୍ଟା ଜନ୍ତୁଦ୍‍
ମୁଖା
ମୁଖା ଅଣ୍ଟା ଏଡ଼ୋଡ୍ଡାନୁଁମିନୁ ଜ‌ଉନ୍ତ ତାଲି

ବେଗି
ରବି ଡାକୁଛି ବେଗି ଆସ
ଜାଲଦି
ରବିସ୍‍ ମେହାଲଦାସ୍‍ ଜାଲଦି ବାରା
ଚାଁଡ଼େ
ରବିସ୍‍ ମେଖା ଲାଗ୍‌ଦାସ୍‍ ଚାଁଡ଼େ ବାରା

ବେଶୀଥର
ସତ କହିବାକୁ ବାପା ମୋତେ ବେଶୀଥର କହିଛନ୍ତି
ବେଶୀଥର
ସତୁ ତେଙ୍ଗାଗେ ବାଙ୍ଗସ୍‍ ଏଙ୍ଘାନ ବେଶୀଥର ତେଙ୍ଗାଦାସ୍‍
ବାଗ୍ଗେଧର
ସାତ୍ତ ବାଆଗେ ବାଙ୍ଗାସ୍‍ ଏଙ୍ଗାନ୍‍ ବାଗ୍ଗେଧର ବାଚକା ରାଆଦାସ

ବେସରକାରୀ
ବେସରକାରୀ ଅନୁଷ୍ଠାନ ଲୋକ ଚଲାନ୍ତି
ବେସାରକାରୀ
ବେସାରକାରୀ ଅନୁଷ୍ଠାନ ଆଲାର ଚାଲାବାନାୟ
ବେସାରକାରୀ
ବେସାରକାରୀ ଅନୁଷ୍ଠାନ ଆଲାର ଚାଲାବାନାଇ

ବେଳେବେଳେ
ବେଳେବେଳେ ଭୂମିକମ୍ପ ହୋ‌ଇଥାଏ
ଅହନ‌ଅହନ
ଅହନ‌ଅହନ ଭୂମିକମ୍ପ ମାନି କାଇଦ୍‍
ଅଙ୍ଘନ୍‌ ଅଙ୍ଘନ୍‍
ଅଙ୍ଘନ୍‌ ଅଙ୍ଘନ୍‍ ଭୂମିକମ୍ପ ମାନି କାଲି


logo