logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ବିଚଳିତ
ବିପଦ ସମ୍ବାଦ ଶୁଣି ଆମେ ବିଚଳିତ ହେଉ
ଏସ୍‌କେଏକେ
ବିପଦ ଖବର ମେଞ୍ଜୁନ ଏମ ଏସ୍‌କେଏକେ ମାନ୍ଦାମ
ଏକାସେଏକାସେ
ବିପାଇତ୍‍ ତାର ମନୋର ନାମ ଏକାସେ ଏକାସେ ମାନ୍ଦାତ୍‍

ବିଲେଇ
ବିଲେଇ ରାତିରେ ଦେଖିପାରେ
ବିଲାୟ
ବିଲାୟ ମାଁହା ବାକେନ ଏରାଅଙ୍ଗିଦ୍‍
ବେରଖା
ବେରଖା ମାଖାବାରି ଏରା ଉଙ୍ଗି

ବିଶେଷଜ୍ଞ
ଜଟିଳ ରୋଗ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅ
ବିଶେଷଜ୍ଞ
ଜଟିଲ ବେମାର ଲାଗାନ ବିଶେଷଜ୍ଞ ଏଦନା କାଥାଦ୍‍
ବିଶେଷଜ୍ଞ
ଜଟିଲ ବେମାର ଲାଗାନ ବିଶେଷଜ୍ଞ ଏଦନା କାଥାଦ୍‍

ବିନ୍ଦୁ
ବିନ୍ଦୁର ଦୈର୍ଘ୍ୟ ପ୍ରସ୍ଥ ନଥାଏ
ବିନ୍ଦୁ
ବିନ୍ଦୁଘି ଲାମ୍ବା ଚାଉଡା ମାରାଇଦ୍‍
ଟିପ୍ପା
ଟିପ୍ପାଘି ଦିଗହା - ଚାଅଡ଼ା ମାଲ୍‌ରାଇ

ବିପରୀତ
ସ୍ରୋତର ବିପରୀତ ଦିଗକୁ ପହଁରିବା କଷ୍ଟ
ଉଲଟା
ବାହାନାଘି ଉଲଟା ଦିଗନୁ ଅଗନା କସଟ
ବିଡ୍‌ଦୋ
ବାହତି ସରବ ବିଡ଼ଦୋ ତାରା ଅଗ୍‌ନା ଅତ୍‌ଥା

ବିନ୍ଦୁଡିଗ୍ରୀ
ବିନ୍ଦୁଡିଗ୍ରୀ କୋଣ ମାପର ଏକକ ଅଟେ
ବିନ୍ଦୁଡିଗ୍ରୀ
ବିନ୍ଦୁଡିଗ୍ରୀ କଣା ମାପଘି ଏକକ ଅଣ୍ଟା
ଟିପ୍ପାଡ଼ିଗ୍ରୀ
ଟିପ୍ପାଡ଼ିଗ୍ରୀ କୋଁଡ଼ା ନାପ୍‌ନାଘି ଚିହ୍ନାଁ ତାଲି

ବିୟୋଗ
ବଡ଼ ସଂଖ୍ୟା ରୁ ସାନ ସଂଖ୍ୟା ବିୟୋଗ କରାଯାଏ
ବିୟୋଗ
ବାଡକା ସଂଖ୍ୟାନ୍ତି ଛଟେ ସଂଖ୍ୟା ବିୟୋଗ କାମାକାଇଦ୍‍
ଘାଟାଆ
କୋହା ସଂଖ୍ୟାନ୍ତି ଛଟେ ସଂଖ୍ୟା ପାଟାଅ ନାନ୍ତାରାଇ

ବିଛଣା
ବିଛଣା ଖରାରେ ଶୁଖାଇବା ଉଚିତ
ଡାସ୍‌ନା
ଡାସ୍‌ନା ବିଡନାନୁ ହେଦନା ଉଚିତଦ୍‍
ଡଡ଼ିସ୍‌ନଆ ଟସନାନ୍‍
ଟସନାନ୍‍ - ବିଡ୍‌ନାନୁଁ ଖାଏଦ୍‌ନା ଉଚିତ୍‍

ବିଚ୍ଛିନ୍ନ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଉନ୍ନତି ଆବଶ୍ୟକ
ଆମ୍ବ୍ରକା
ଓଡ଼ିଶାନ୍ତା ଆମ୍ବ୍ରକାଆଡ୍ଡା ଘି ଉନ୍ନତି ଦାରକାର
ଆମ୍ବାରକା
ଓଡ଼ିଶାନ୍ତା ଆମ୍ବରକା ଆଡ୍ଡା ଘି ଉନ୍ନତି ଚାଡ଼ରାଇ

ବିରି
ବିରି ମାଡ଼ ଦେଖି କୋଳଥ ଚେପା
ମାସି
ମାସିନ୍‍ ଡେମନା ଏରାକରି ଆଡସ୍କା ଚେପଟା
ମାସି
ମାସିନ୍‍ କୋଡ୍‌ନା ଏରାଇକି ଆଡ୍‌ସ୍‌ଗା ଚେପ୍‌ଟା


logo