logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଫିଟିକିରି
ଫିଟିକିରି ଏକ ବିଶୋଧକ ଅଟେ
ଫିଟକିରି
ଫିଟିକିରି ଅଣ୍ଟା ଶୋଧନ କାମନା ଜିନିସ
ଫିଟକିରି
ଫିଟିକିରି ଅଣ୍ଟା ଶୋଧନ କାମନା ଜିନିସ

ଫୁଟି
ଫୁଲ ଫୁଟି ସୁନ୍ଦର ଦେଖାଯାଉଛି
ଫୁଲରି
ପୁଉଁପୁ ଫୁଲିଆରି ସୁନ୍ଦର ଏଥ୍ରାଲିଦ୍‍
ପୁଇଦାଆର
ପୁଁପ୍‍ ପୁଇଦାଆର ସୁନ୍ଦାର୍‍ ଏଥ୍‌ରାଆଲି

ଫୁଲ
ଗୋଲାପ ଫୁଲର ବାସ୍ନା ଥାଏ
ପୁଉଁପୁ
ଗୋଲାପ ପୁଉଁପୁଘି ମହକନ ରାଇଦ୍‍
ପୁଁପ୍‍
ଗୋଲାପ ପୁଁପ୍‍ ଗାହି ମାହାକ୍‍ ରାଇ

ଫୁଲିବା
ଗୋଡ଼ ମଚକିଲେ ଫୁଲିବା ଆରମ୍ଭ ହୁଏ
ପୁହିଦ୍‍
ହେଡ୍ଡୁ ମାଲକାରାଚାକୁନ ପୁହାଗେ ସୁରୁ କାମିଦ୍‍
ପୁଖନା
ଖେଚଡ୍ଡ ମେସଗାର୍‌ଇ ହଲେ ପୁଖ୍‌ନା ସୁରୁଆର‌ଇ

ଫୁଟା
ଫୁଟା ପାଣି ଥଣ୍ଡା କରି ପିଇବା ଭଲ
ଅରତାନା
ଅରତାନା ଆମ୍ମୁ ଥାଣ୍ଡାକାମି ହାପ୍‌ନା ଭଲ
ଫୁଟୁଚ୍‌କା
ଫୁଟୁଚ୍‌କା ଆମ୍ମନ୍‍ ଡ଼ହା ନାନାର ଅନ୍ନା ଦାଅ ହିକ

ଫୁଲଦାନୀ
ଫୁଲଦାନୀରେ ଫୁଲ ରଖାଯାଏ
ଫୁଲଦାନୀ
ଫୁଲଦାନୀନୁ ପୁଉଁପୁ ଉୟାକାଇଦ୍‍
ଫୁଲଦାନୀ
ଫୁଲଦାନୀନୁ ପୁଁପ୍‍ ଉଇତାର‌ଇ

ଫୁସ୍‌ଫୁସ୍‌
ଫୁସ୍‌ଫୁସ୍‌ରେ ରକ୍ତ ପରିଷ୍କାର ହୁଏ
ଫୁସ୍‌ଫୁସ୍‌
ଫୁସ୍‌ଫୁସ୍‌ତି ହେଁସୁ ସାଫା ମାନିଦ୍‍
ଫୁସ୍‌ଫୁସ୍‌
ଫୁସ୍‌ଫୁସ୍‌ତି ହେଁସୁ ସାଫା ମାନିଦ୍‍

ଫେରିବା
ସନ୍ଧ୍ୟା ପୂର୍ବରୁ ଲୋକେ ହାଟରୁ ଫେରିବା ଆରମ୍ଭ କରନ୍ତି
କିର୍ନା
ବିଡପୁତନା ଆଘଲି ଆଲାର ହାଟ୍ଟେନ୍ତି କିର୍ନା ସୁରୁ କାମନାଏ
କିର୍ନା
ବିଡ଼ି ପୁତ୍ତନାତି ମୁନ୍ଦି ଆଲାର ପେଠ୍‌ତି କିର୍ରନା ସୁରୁ ନାନ୍ନାର

ଫେଣା
ଫେଣାରେ ମହୁମାଛି ମହୁ ସଂଗ୍ରହ କରେ
ଫେଣାନୁ
ଫେଣାନୁ ମହୁମାଛିଦ୍‍ ମହୁ ସାଉଁଟାବା ଅନ୍ଦ୍ରିଦ୍‍
ଛତ୍‌ନା
ଛାତ୍‍ ନାନୁଁ ତିନିଦ୍‍ ତିନି ଖୋଡ଼ଆର ଉଇୟି

ଫୋପାଡିବା
ଆବର୍ଜନା ଖାତରେ ଫୋପାଡ଼ିବା ଉଚିତ
ଖେବ୍‌ଡାନା
ମାଇଲା ଖାତୁନୁ ଖେବ୍‌ଡାନା କାତଥାଦ୍‍
ହେବେଡ୍‌ନା
କାଣ୍ଟେନ୍‍ ଗାଭିନୁଁ ହେବେଡ଼ନା କାତ୍‌ଥା


logo