logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ପାହୁଣ୍ଡ
ଡେଙ୍ଗା ଲୋକ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲନ୍ତି
ପାଦ୍‍
ମେଚ୍ଛା ଆଲାର ଲାମ୍ବା ଲାମ୍ବା ପାଦ ହେବଡି ଏକନାର
କାଦାମ୍‍
ମେଚ୍ଛା ଆଲାର ଲାମ୍ବା ଲାମ୍ବା କାଦାମ୍‍ ହେବ୍‌ଡ଼ାର ଏକନାର

ପାହାଡ଼
ଆମ ଗାଁ ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଉଏଁ
ଟୁଙ୍ଗରି
ଏମା ଡିହି ଟୁଙ୍ଗରି ପାଖି ବିଡି ଉରଖିଦ୍‍
ପାର୍ତ୍ତା
ଏମ୍‌ହାଏଁ ପାଦ୍ଦାନ୍ତା ପର୍ତ୍ତାନୁଁ ବିଡ଼ି ଆର୍‌ଗି

ପାରା
ଘରର ଚାଳମାନଙ୍କରେ ପାରା ବାସ କରେ
ପାରା
ଏଡପାନ୍ତା ମୁରଧୁଣୀନୁ ପାରା ଡେରା କାମିଦ୍‍
ପେରୱଁ
ଏଡପାନ୍ତା ମୁନ୍ଧାଡ଼ିନୁଁ ପେର୍‌ୱାଁ ଡେର ନାନି

ପାହାଡ଼ିଆ
ପାହାଡିଆ ଅଞ୍ଚଳ ଚାଷ ପାଇଁ ଅନୁପଯୋଗୀ
ଟୁଙ୍ଗରିଆ
ଆଡ୍ଡା ଚାଷଘି ଲାଗାନ ଅନୁପଯୋଗୀ
ପାର୍ତ୍ତାଆ
ପାର୍ତ୍ତାଆ ଆଡ୍ନ ମିତିଗେ ଯୋଗ୍ଗ ମାଲ୍ଲି

ପାଳିବା
ଆମେ ଜାତୀୟ ଦିବସ ଗୁଡ଼ିକ ପାଳିବା ଉଚିତ
ମାନାବା
ନାମ ଜାତୀୟ ଦିବସ ଗୁଠିନ ମାନାବାନା କାତ୍‌ଥା
ମାନାବାଆନା
ନାମ୍‍ ଜାତୀଉଲ୍ଲା ଗୁଟ୍‌ଠିନ୍‍ ମାନା ବାଆନା କାତ୍‌ଥା

ପାନୀୟ ଜଳ
ମଫସଲ ଅଞ୍ଚଳରେ ପାନୀୟ ଜଳ ଅଭାବ ରହିଛି
ହାପ୍‌ନା ଆମ୍ମୁ
ଦେହାତ୍‍ ଏରିଆନୁ ହାପ୍‌ନା ହାପ୍‌ନା ଆମ୍ମୁଘି ଆତ୍‍ଲିଦ୍‍
ଅନ୍ନା ଆମ୍ମ
ଦେହାତ୍‍ ଏରିଆନୁ ଅନ୍ନା ଆମ୍ମ ଅଭାବ ରାଇ

ପାଣି
ପାଣି ଗରମ ହେଲେ ବାଷ୍ପ ହୁଏ
ଆମ୍ମୁ
ଆମ୍ମୁ ଅରତାଚକୁନ ଭାଁପେ ମାନିଦ୍‍
ଆମ୍ମ
ଆମ୍ମନ ଉଡ଼ତାଚ୍‌କୁନ୍‍ ଭାଁଫ୍‍ ମାନି

ପାଚିଲା
ପାଚିଲା ଆମ୍ବ ତଳେ ପଡ଼େ
ପାଞ୍ଜକା
ପାଞ୍ଜକା ଟାଠା କିୟାଁ ଖାତ୍‌ରିଦ୍‍
ପାଞ୍ଜକା
ପାଞ୍ଜକା ଟାଟ୍‌ଖା କିୟା ଖାତ୍‌ରିଇ

ପାକସ୍ଥଳୀ
ଖାଦ୍ୟ ପାକସ୍ଥଳୀରେ ହଜମ ହେଇଥାଏ
କୁଉଲୁ
ମାଣ୍ଡି କୁଉଲୁନୁ ହଜମ ମାନିଦ୍‍
ସାତପାରା
ମାଣ୍ଡି ସାତ୍‌ଘାରା ନୁଁ ହାନାମ୍‍ ମାନି

ପାଇଖାନା
ପ୍ରତ୍ୟେକ ଘରେ ପାଇଖାନା ରହିବା ଆବଶ୍ୟକ
ପାଇଖାନା
ଯେତେରଘି ଆଡପାନୁ ପାଇଖାନା ରାନା କାତ୍‌ଥା
ପାଇଖାନା
ଓରମାର ଘି ଏଡ଼ପାନୁଁ ପାଇଖାନା ରାନା କାତ୍‌ଥା


logo