logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ପ୍ରସିଦ୍ଧି
ଦାରିଙ୍ଗିବାଡ଼ି ଶୀତ ପାଇଁ ପ୍ରସିଦ୍ଧି ଲାଭ କରିଛି
ପରସିଦ୍ଧ
ଦାରିଙ୍ଗିବାଡ଼ି ପାୟାଁଘି ଲାଗାନ୍‍ ପରସିଦ୍ଧ ଲାଭ କାମଚିକିଚିଦ୍‍
ପରସିଦ୍ଧ
ଦାରିଙ୍ଗିବାଡ଼ି ପାୟାଁଘି ଲାଗାନ୍‍ ପରସିଦ୍ଧ ଲାଭ କାମଚିକିଚିଦ୍‍

ପ୍ରତିହତ
ମେଲେରିଆକୁ ପ୍ରତିହତ କରିବା ପାଇଁ କ୍ଲୋରୋକୁଇନ୍‍ ଖାଆନ୍ତୁ
ଶେଷକାମା
ମେଲେରିଆବନ ଶେଷକାମାଗେ କ୍ଲୋରୋକୁଇନ୍‍ ମହାଁ
ଶେଷକାମା
ମେଲେରିଆବନ ଶେଷକାମାଗେ କ୍ଲୋରୋକୁଇନ୍‍ ମହାଁ

ପ୍ରତିବାଦ
ଅନ୍ୟାୟର ପ୍ରତିବାଦ କରିବାକୁ ଭୟ କର ନାହିଁ
ପରତିବାଦ
ଅନ୍ୟାୟଘି ପରତିବାଦ କାମାଗେ ଆମା ଏଲଚା
ପରତିବାଦ
ଅନ୍ୟାୟଘି ପରତିବାଦ କାମାଗେ ଆମା ଏଲଚା

ପ୍ରସ୍ତାବ
ବିଦ୍ୟାଳୟରେ ପୁସ୍ତକମେଳା କରିବାକୁ ପ୍ରସ୍ତାବ ନିଆଗଲା
ପ୍ରସ୍ତାବ
ଇସ୍କୁଲନୁ ଅଣ୍ଟା ବହିମେଲା କାମାଗେ ପ୍ରସ୍ତାବ ହୁଆ କେରାଦ୍‍
ପ୍ରସ୍ତାବ
ଇସ୍କୁଲନୁ ଅଣ୍ଟା ବହିମେଲା କାମାଗେ ପ୍ରସ୍ତାବ ହୁଆ କେରାଦ୍‍

ପ୍ରକାଶ
ସରକାର ପାଠ୍ୟ ପୁସ୍ତକ ପ୍ରକାଶ କରନ୍ତି
ଅଥର୍ନା
ସାରକାର ପାଢ଼ା ବହି ଅଥରିଦ୍‍
ଅଥର୍ନା
ସାରକାର ବାଚ୍‌ନା ପୁଥି ଉଥୁରକି ରାଇ

ପ୍ରଶସ୍ତ
ଆମ ବିଦ୍ୟାଳୟରେ ଏକ ପ୍ରଶସ୍ତ ଖେଳ ପଡ଼ିଆ ଅଛି
ବାଡ୍‌କା
ଏମା ଇସ୍କୁଲନୁ ଅଣ୍ଟା ବାଡ୍‌କା ବେଚନା ପାଡ଼ିଆ ଆତ୍‌ଲିଦ୍‍
ଚାକାଡ଼
ଏମ୍‌ହାଏଁ ଲୂର-କୁଡ଼ିଆନୁଁ ଅଣ୍ଟା ଚାକାଡ଼ ବେଚନା ମାର୍ଚ୍ଚା ରାଇ

ପ୍ରତୀକ
ଲାଲ ରିବନ୍‍ ଏଡ୍‌ସର ପ୍ରତୀକ ଅଟେ
ଚିହ୍ନା
ଲାଲ ରିବନ୍‍ ଏଡ୍‌ସଘି ଚିହ୍ନା
ଚିହ୍ନା
ଖେଁସୋ ଫିତା ଏଡ୍‌ସଘି ଚିହ୍ନା ତାଲି

ପ୍ରଚାର
ଦୂର ଦର୍ଶନରେ ଦେଶ ବିଦେଶର ଖବର ପ୍ରଚାର କରାଯାଏ
ପାରଚାର
ଦୂର ଦର୍ଶନନୁ ଦେଶ ବିଦେଶନ୍ତା ବାଢନି ପାରଚାର ମାନିଦ୍‍
ପାରଚାର
ଦୂର ଦର୍ଶନନୁ ଦେଶ ବିଦେଶନ୍ତା ତା'ର ପାରଚାର ନାନ୍ତାର‌ଇ

ପ୍ରଧାନ
ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ଥଆନ୍ତି
ବାଡ୍‌କା
ଇସ୍କୁଲନୁ ଅଣ୍ଟା ବାଡ୍‌କା ମାଷ୍ଟର ରାନାୟ
କୋହାଁ
ଲୂର-କୁଡ଼ିଆନୁଁ ଅଣ୍ଟା କୋହାଁ ମାଷ୍ଟରାସ୍‍ ରାଆଦାସ୍‍

ପ୍ରତିଯୋଗିତା
ମୁଁ ଜିଲ୍ଲା ସ୍ତରୀୟ କବାଡଇ ପ୍ରତିଯୋଗିତାରେ ଯୋଗ ଦେଲି
ପ୍ରତିଯୋଗିତା
ଏନ ଜିଲ୍ଲା ସ୍ତରୀୟ ଗୁଡୁ ପ୍ରତିଯୋଗିତାନୁ ଯୋଗ ଚିଚକାନ୍‍
ହାଡ଼ାବାଜି
ହଡ଼ାବାଜି ଏନ ଜିଲ୍ଲା ପାହିୟାତା ହାଡ଼ାବାଜିନୁ


logo