logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ପୁସ୍ତକ
ପୁସ୍ତକରେ ଅନେକ ଜ୍ଞାନର କଥା ଲେଖା ହୋ‌ଇଥାଏ
ବହି
ବହିନୁ ବହୁତ ଜ୍ଞାନ କାତଥା ଲେଖା ରାଇଦ୍‍
ପୁଥୀ
ପୁଥୀନୁଁ ଦୋକ୍କ ଜ୍ଞାନ୍‍ କାତ୍‌ଥା ଟୂଡ଼କା ରାଇ

ପୁରୁଷ
ନାରୀ ପୁରୁଷ ପରସ୍ପରର ପରିପୂରକ ଅଟନ୍ତି
ମାରଦାନାର
ମାଇକିନିଆ ମାରଦାନାର ଦୁହେଁର ଦୁହିଁରଘି ପରିପୂରକ
ମେତାସ
ମେତ୍‍ ମୁକ୍କା ଦୁଇୟୋର ତାଙ୍ଗଆ

ପୁଷ୍ପ
ଆମ ବଗିଚା ବିଭିନ୍ନ ପୁଷ୍ପରେ ସୁଶୋଭିତ ଅଟେ
ପୁଉଁପୁ
ଏମ୍‍‌ହାଏ ବାଗଚାନୁ ନାନା ରକମ ପୁଉଁପୁତି ଶୋଭା ହାଖି
ପୁଁପ୍‍
ଏମ୍‍‌ହାଏଁ ବାଗାନ ନୁଁ ନାନ୍ନା ରାକାମ୍‌ହି ପୁଁପ୍‍ତି ଶେଭ୍‌ଖାଇ

ପୁରାଇ
ମୀନା ବହି ବସ୍ତାନିରେ ପୁରାଇ ଧରିଛି
ନିନ୍ଦାଦ
ମୀନା ବହି ମୁଣାନୁ ନିନ୍ଦାତ ଧାରକିଚିଦ୍‍
ସାଜ୍‌ଆର
ମୀନା ପାଇଲାନୁଁ ପୁଥି ସାଜ୍‌ଆର୍‍ ଧାରଚିକି ରାଇ

ପୁରାତନ
ପୁରାତନ ବିଷୟ ସବୁ ଲୋପ ପାଇବାକୁ ବସିଲାଣି
ପାଚ୍ଚା
ପାଚ୍ଚା ବିଷୟ ଗୁଠିଦ୍‍ ଏପ୍‌ସେରା କେରାଦିନ
ପାଚ୍ଚା
ପାଚ୍ଚା ବିଷୟ ଗୁଠିଦ୍‍ ଏବସେରା କେରାନେ

ପୁଷ୍କରଣୀ
ପୁଷ୍କରଣୀରେ ଆମେ ଗାଧେଇବାକୁ ଯାଉ
ପୋଖରୀ
ପୋଖରୀଗେ ଏମ ଏମାଗେ କାଦାମ୍‍
ପୋଖାରୀ
ପୋଖରୀ ନୁଁ ଏମ୍‌ଏମ୍‌ ଆଗେ କାଦାମ୍‍

ପୁଷ୍ପବୃନ୍ତ
ପୁଷ୍ପବୃନ୍ତରେ ପାଖୁଡା ଲାଗିଥାଏ
ପୁଉଁପୁମୁଲି
ପୁଉଁପୁମୁଲିନୁ କଢ ଲାକିରାଇଦ୍‍
ପୁଁପମୂଲି
ପୁଁପ ମୂଲିନୁଁ କଢ଼ ଲାକ୍କି ରାଇ

ପୁନେଇ
ପୁନେଇ ଜହ୍ନ ଥାଳିପରି ଦେଖାଯାଏ
ପୁନି
ପୁନି ଚାନ୍ଦୋ ଥାଡି ଢଙ୍ଗର ଏଥ୍ରିଦ୍‍
ପୁନି
ପୁନି ଚାନ୍ଦୋ ଥାଡି ଆଡ଼ା ବେସେ ଏଥ୍‌ରିଇ

ପୃଥିବୀ
ପୃଥିବୀ ଆମର ଚିରସ୍ଥାୟୀ ବାସସ୍ଥାନ ନୁହେଁ
ପୃଥି
ପୃଥିଦ୍‍ ନାଙ୍ଘାଏ ସବୁଦିନନ୍ତା ଡେରାବସା ମାଲ୍ଲିଦ୍‍
ଧାରତୀ
ଧାରତୀଦ୍‍ ନାଫାଏ ଉର୍ମି ଉଲ୍ଲାନ୍ତା ଡେରାବାସା ଆଡ୍ଡା ମାଲ୍ଲି

ପୃଷ୍ଠା
ବିଷୟ ଖୋଜି ପାଇବାରେ ପୃଷ୍ଠା ସାହାଯ୍ୟ କରେ
ଫରଦ
ବିଷୟ ବେଦ୍‌ନା ନାମାଗେ ଫରଦ ସାହାଯ୍ୟ କାମି
ଫରଦ
ବିଷୟ ବେଦ୍‌ନା ନାମାଗେ ଫରଦ ସାହାଯ୍ୟ କାମି


logo