logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ପାହାଚ
ବୃଦ୍ଧ ଲୋକଟା ପାହାଚ ଚଢ଼ି ପାରୁ ନାହାନ୍ତି
ସିଢି
ପାଚ୍‌କି ଆଲାସ ସିଢି ଆରଗା ପଳନାର
ସିଢି
ପାଚ୍‌କି ଆଲାସ ସିଢି ଆରଗା ପଲ୍ଲୁଦାସ

ପାଇଁ
ଦେଶ ପାଇଁ ଆମେ ଜୀବନ ଦେବା
ଲାଗାନ
ଦେଶଘି ଲାଗାନ ନାମ ଜିଆ ଚିଅତ୍‍
ଲାଗାନ
ଦେଶଘି ଲାଗାନ ନାମ ଜିଆ ଚିଅତ୍‍

ପାଖରୁ
ପାଖରୁ ପାହାଡ଼ ସୁନ୍ଦର ଦିଶେ
ଚାହାନ୍ତି
ଚାହାନ୍ତି ପାର୍ତ୍ତାଦ ଅସୁନ୍ଦର ଏଥ୍ରିଦ୍‍
ହେଦ୍ଦେନ୍ତି
ହେଦ୍ଦେନ୍ତି ପାର୍ତ୍ତାବ ସୁଦାର ଏଥ୍‌ରିଇ

ପାକୁଆ
ପାକୁଆ ପାଟିରେ ଚଣା ଖାଇ ହୁଏ ନାହିଁ
ପାଲ୍ଲୁ ମାଲକା
ପାଲ୍ଲୁ ମାଲକା ଥୁମୁଣାତି ଚାନା ମହାଁ ମା ମାନିଦ୍‍
ପାଲ୍ଲୁ ମାଲକା
ପାଲ୍ଲୁ ମାଲକା ବାଇତି ଚାନା ମୋଖାଗେ ମାଲା ମାନି

ପ୍ୟାରେଡ଼
ପୋଲିସମାନେ ସକାଳେ ପ୍ୟାରେଡ଼ କରନ୍ତି
ପ୍ୟାରେଡ଼
ପୁଲିସଯାମାର ପାଇରିନ ପ୍ୟାରେଡ କାମନାୟ
ପ୍ୟାରେଡ଼
ପୁଲିସଯାମାର ପାଇରି ପ୍ୟାରେଡ ନାନ୍ନାର

ପିଚକାରୀ
ଲୋକେ ପିଚକାରୀ ମାରି ହୋଲି ଖେଳନ୍ତି
ପିଚକାରି
ଆଲାର ପିଚକାରି ମାରି ହୋଲି ବେଚନାର
ପିଚକାରି
ଆଲାର ପିଚକାରି ଲାଆର ହୋଲି ବେଚନାର

ପିଡ଼ିଆ
ଗାଈକୁ ପିଡ଼ିଆ ଦେଲେ ଭଲ କ୍ଷୀର ଦିଏ
ପିଡ଼ିଆ
ଗାୟଗେ ପିଡ଼ିଆ ଚିଚକୁନ ଭଲ ଗୁରସ ଚିଇଦ୍‍
ପିଡ଼ିଆ
ଗାୟଗେ ପିଡ଼ିଆ ଚିଚକୁନ ବେସ ଦୁଧ୍‌ଧୀ ଚିଇ

ପିଣ୍ଡୁଳା
ଦେହରେ ମାଂସ ପିଣ୍ଡୁଳାଟିଏ ବଢ଼ି ଚାଲିଛି
ଫୁଲା
ମେଦୁନୁ ଆହାଡା ଫୁଲା ଅଣ୍ଟା ପାରଦନାତି କାଲିଦ୍‍
ମାସୁଆରକା
ମେଦ୍‌ନୁଁ ମାସୁଆରକା ଆହଡାଦ୍‍ ପାରଦ୍‌ନୁମ କାଲାଲି

ପିତାମାତା
ପିତାମାତା ଆମର ପ୍ରଥମ ଗୁରୁ ଅଟନ୍ତି
ଆୟାଙ୍ଗବାଙ୍ଗ
ଆୟାଙ୍ଗବାଙ୍ଗ ନାମ୍‌ହାଏ ପହିଲା ଗୁରୁର
ଆୟାଙ୍ଗବାଙ୍ଗ
ଆୟାଙ୍ଗବାଙ୍ଗ ନାମ୍‌ହାଏ ପହିଲା ଗୁରୁର ତାଲ୍‌ନାର୍‍

ପିଠି
ଘୋଡ଼ା ପିଠିରେ ବଅସି ରାଜା ଭ୍ରମଣରେ ଯାଆନ୍ତି
ମେଦୁ
ଘଣ ମେଦୁନୁ ଆକ୍‌କାକି ବେଲାସ ଭ୍ରମଣନୁ କାନାୟ
ମେଦ୍‍
ଘଡ଼ୋ ମେଦ୍‌ନୁଁ ଅକ୍କାରକା ରାଜାସ୍‍ କୁଦ୍ଦାଗେ କାଦାସ


logo