logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଧାନ
ବାସୁମତି ଧାନ ଚାଷ ଏକ ଲାଭ ଜନକ କୃଷି କାର୍ଯ୍ୟ
ହେସ୍‌ସୁ
ବାସମତୀ ହେସ୍‌ସୁ ଚାଷ ଅଣ୍ଟା ଲାଭଜନକ କ୍ରିଷି ନାଲଖୁ
ଖେସେ
ବାସମାତି ଖେସେ ଖିତି ଅଣ୍ଟା ଲାଭକାରୀ ଖିତ ନାଲାଃ

ଧିର
ଧିର ପାଣି ପଥର କାଟେ
ସୁସ୍ଥିୟା
ସୁସ୍ଥିୟା ଆମ୍ମୁ ଚାଚା ମୁରକିଦ୍‍
ଧିର
ଧିର ଆମ୍ମେ ପାଖନାନ ଖାଣ୍ଡି

ଧୂଆଁ
ନିମ୍ବ ପତ୍ର ଧୂଆଁ ମଶ ଘ‌ଉଡ଼ାଏ
କୁହୁଡା
ହାଡ୍‌ଖୋ ଆଥା କୁହୁଡା ଗୁଣ୍ଡିଆ ଭାଗାବାଇଦ୍‍
ଧୂଙ୍ଗିୟା
ନିମ ଆତ୍‌ଖା ଧୂଙ୍ଗିୟା ଭୁଁଭାତନ ଭୁଂତଲ

ଧୂଆଁଳିଆ
ଖରାଦିନେ ଆକାଶ ଧୂଆଁଳିଆ ଦେଖାଯାଏ
କୁହୁଡିଆ
ବିଡ୍‌ନାଉଲ୍ଲା ଆକାଶ କୁହୁଡିଆ ଏଥ୍ରିଦ
କୁହୁଡିଆ
ବିଡ୍‌ନାଉଲ୍ଲା ଆକାଶ କୁହୁଡିଆ ଏଥ୍ରି

ଧୂପ
ପୂଜକ ଧୂପ ଦେଇ ପୂଜା କରନ୍ତି
ଧୁମ୍ବାଲି
ପୂଜାରିସ୍‍ ଧୁମ୍ବାଲି ଚିଇକିରି ପୂଜା କାମଦାସ
ଧୁମ୍ବାଲି
ପୂଜାରିସ୍‍ ଧୁମ୍ବାଲି ଚିଇକିରି ପୂଜା କାମଦାସ

ଧୁଏ
ସକାଳେ ଉଠି ମୁଁ ପ୍ରଥମେ ମୁହଁ ଧୁଏ
ମୁଜରାଦାନ
ପାଇରିନ୍‍ ଉସ୍‌କାରି ଏନ୍‍ ପହିଲେ ମୁହିଁ ମୁଜରାଦାନ
ମୁଜରାଦାନ
ପାଇରି ଚଆର ଏନ୍‍ ଆଗେ ବାଇ ମୁଝୁରଦାନ

ଧୂଳି
ମାଟିରାସ୍ତାରେ ଖୁବ୍‍ ଧୂଳି ଉଡ଼େ
ଧୁଉଳି
ହାଜ୍‌ଜୁ ପାବୁନୁ ବାଗ୍‌ଗେ ଧୁଉଲି ଉଡ଼େ
ଧୁଉଳି
ଖାବେ ଡ଼ାହରେନୁ ବାଗେମ ଧୂଲି ଉଡ଼ରୀ

ଧୂଳି ଝାଡ଼ି
ପିଲାଟି ଧୂଳିଝାଡ଼ି ଉଠି ପଡ଼ିଲା
ଧୁଉଳି ହେତ୍‌ତି
କୁକ୍କୋସ ଧୁଉଲି ହେତ୍‌ତି ଉସକାରାସ କେରାସ୍‍
ଧୁଉଳି ଖେତାର
କୁକ୍କୋସ ଧୁଉଲି ଖେତାର ଚାଚାସ କେରାସ୍‍

ଧ୍ୱଂସ
ପରମାଣୁ ବୋମା କ୍ଷଣିକ ମଧ୍ୟରେ ସବୁ ଧ୍ୱଂସ କରେ
ନାରଖାର
ପରମାଣୁ ବୋମାଦ୍‍ ଘାଁଣ୍ଡେଗେ ସବୁ ନାରଖାର କାମିଚି
ନାରଖାର
ପରମାଣୁ ବୋମାଦ୍‍ ଘାଁଣ୍ଡେଗେ ହୁରମିନ୍‍ ନାରଖାର ନାନି


logo