logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଦ୍ୱିତୀୟ
ଏହା ରବିର ଦ୍ୱିତୀୟ ଚେଷ୍ଟା ଥିଲା
ଦ୍ୱିତୀୟ
ଇଦ୍‍ ରବିସ୍‌କି ଦ୍ୱିତୀୟ ଚେଷ୍ଟା ରାଚାଦ୍‍
ଦ୍ୱୱାବାର
ଇଦ୍‍ ରବିସଘି ଦ୍ୱୱାବାର ଚେଷ୍ଟା ରାୟ

ଦୀପ
ଗରୀବ ଲୋକେ ରାତିରେ ଘରେ ଦୀପ ଜାଳନ୍ତି
ଚିଙ୍ଗନି
ଗରିବ ଆଲାର ମାହାଁ ଏଡପାନୁ ଚିଙ୍ଗନି ଜାଲାବାନାର
ବିଲ୍ଲି
ଗାରିକ ଆଲାର ମାଖକୁ ଏଡ଼ପାନୁ ମାଖା ବିଲ୍ଲି ଦାଗ୍‌ନାର

ଦୀପାବଳି
ଦୀପାବଳି ଅମାବାସ୍ୟାରେ ବାଣ ଫୁଟାଯାଏ
ଦିଆଲି
ଦିଆଲି ଅମାବାସ୍ୟାନୁ ଫାଟ୍‌କା ଫୁଟାବାନାୟ
ସୁହରାଇ
ସୁହରାଇ ଆମାସନୁ ଫାଟ୍‌କା ଚଡ଼ତାନାର

ଦ୍ୱୀପ
ହ୍ୱିଲର ଦ୍ୱୀପରୁ ରକେଟ ପ୍ରେରଣ କରାଯାଏ
ଦୀପ
ହ୍ୱିଲର ଦ୍ୱୀପନ୍ତିନ୍‍ ରକେଟ ତାୟାନାୟ
ଟାପୁ
ହିଲର ଟାପୁନ୍ତି ରକେଟ ତାଇନାର୍‍

ଦୁଇଫାଳ
ନଡ଼ିଆ ଭାଙ୍ଗିଲେ ଦୁଇଫାଳ ହୋ‌ଇଯାଏ
ଦୁଇଫାଡା
ନାଡିଆ ହଟକୁନ ଦୁଇଫାଡା ମାନିକାଇଦ୍‍
ଦୁଇଫାଡା
ନାଡିଆ ହଟକୁନ ଦୁଇଫାଡା ମାନିକାଇ

ଦୁଧ
ଗାଈ ଦୁଧ ଶିଶୁ ମାନଙ୍କ ପାଇଁ ଉପକାରୀ
ଗୁରସ
ଗାୟ ଗୁରସ ହାଦ୍‌ଦାରଘି ଲାଗାନ ଉପକାରୀ
ଦୁଧି
ଗାୟ ଦୁଧି ଖାଦ୍ଧାରଣେ ଲାଗାନ ଉପକାରୀ

ଦୁସ୍ଥ
ଦୁସ୍ଥ ଲୋକକୁ ସରକାରୀ ସାହାଯ୍ୟ ମିଳେ
ଅକରମଣ୍ୟ
ଅକରମଣ୍ୟ ଆଲାରଗେ ସରକାରୀ ସାହାଯ୍ୟ ହାଖରିଦ୍‍
ଲାଙ୍ଗଡ଼ା ଠୁଟା
ଲାଙ୍ଗଡ଼ା ଠୁଟା ଆଲାରଗେ ସାରକାରୀ ମାଜାଇତ ଚିତାରି

ଦୁହେଁ
ଆମେ ଦୁହେଁ ହାଟକୁ ଯାଇଥିଲୁ
ଦୁହେଁର
ଏମ ଦୁହେଁର ହାଟ୍ଟେଗେ କେରକାଚକାମ
ଦୁୟୋଝାନ
ଏମ ଦୁୟୋଝାନ୍‍ ପିଠ୍‍ କେରକା ରାଚକାମ

ଦୁଃଖ
ଆତ୍ମୀୟଙ୍କୁ ହରାଇଲେ ଭାରି ଦୁଃଖଲାଗେ
ଦୁଖ
ଆତ୍ମୀୟଯାମାରିନ୍‍ ଏପ୍‌ଶିକୁନ ବହୁତ ଦୁଖ ଲାଗିଦ୍‍
ଦୁଃଖ
ତାଙ୍ଗଆ ଆଲାରିନ ଏବ୍‌ଶକୁନୁ ବାହୁଁତ ଦୁଃଖ ଲାଗି

ଦୁଃଖିରଙ୍କୀ
ଆମ ଦେଶରେ ଦୁଃଖିରଙ୍କୀଙ୍କ ସଂଖ୍ୟା କମ୍‍ ନୁହେଁ
ଦୁଃଖିରଙ୍କୀ
ନାମ୍‌ହାଏ ଦେଶନୁ ଦୁଃଖିରଙ୍କୀରଘି ସଂଖ୍ୟା କମ ମାଲାକାରିନ୍‍
ଦୁଃଖିରଙ୍କୀ
ନାମ୍‌ହାଏ ଦେଶନୁ ଦୁଃଖିରଙ୍କୀରଘି ସଂଖ୍ୟା କାମମ ମାଲ୍ଲା


logo