logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଚାଲାକି
ଚାଲାକି ଲୋକ ବିପଅଦରୁ ରକ୍ଷା ପାଏ
ଚାତୁର
ଚାତୁର ଆଲାସ୍‍ ବିପଦନ୍ତି ରକ୍ଷା ମାନନ୍ଦାସ୍‍
ଚାତୁର
ଚାତୁର ଆଲାସ୍‍ ବିପଦନ୍ତି ରକ୍ଷା ମାନନ୍ଦାସ୍‍

ଚାଖଣ୍ଡ
ସହରରେ ଚାଖଣ୍ଡ ଯାଗାର ମଧ୍ୟ ମୂଲ୍ୟ ଅଧିକ
ବିତେ
ସହରନୁ ବିତେ ଆଡ୍ଡାଘି ମାହାଙ୍ଗା ବାଗ୍‌ଗେ
ବିତ୍ତା
ସହରନୁ ଓନ ବିତ୍ତା ଆଡ୍ଡାଘି ମାହାଙ୍ଗା ବାଗ୍‌ଗେ

ଚାରି ପାଖ
ଘର ଚାରିପାଖରେ ଥିବା ଲତା ବୁଦା ସଫା କର
ଚାରି ପାଖା
ଆଡ୍‌ପା ଚାରିପାଖା ରାନା ଲଟା ହପ୍ପା ସାଫା କାମାଁ
ଚାଇରୋ ପାଖେ
ଏଡ଼ପା ଚାଇରୋ ପାଖେନ୍ତା ଝୁଣାନ ସାଫାନାନା

ଚିତ୍ର
ରିମି ଭବିଷ୍ୟତରେ ଜଣେ ଭଲ ଚିତ୍ରକର ହେବ
ଚିତ୍ରା
ରିମି ଭବିଷ୍ୟତନୁ ଅଣ୍ଟା ବାନେ ଚିତ୍ରା ଅଙ୍ଗଦ୍‍
ବାନ୍ନା
ରିମିମି ଭବିଷ୍ୟତନ୍ତ ଅଣ୍ଟା ବେଶ ବାନ୍ନା ଛାପାକାର ମାନ

ଚିତ୍ରକାର୍ଡ
ଶିକ୍ଷକ ଚିତ୍ରକାର୍ଡ ସାହାଯ୍ୟରେ ଶିକ୍ଷା ଦିଅନ୍ତି
ଚିତ୍ରାକାର୍ଡ
ମାଷ୍ଟର ଚିତ୍ରାକାର୍ଡ ସାହାଯ୍ୟନୁ ଶିକ୍ଷା ଚିଦାସ୍‍
ବାନ୍ନାକାର୍ଡ
ମାଷ୍ଟରାସ ବାନ୍ଥାକାର୍ଡ଼ ତୁଲେ ଶିଖା ବାଦାସ

ଚିଲ
ଚିଲ କୁକୁଡ଼ା ଛୁଆ ଉଠାଇ ନେଇ ଖାଇଯାଏ
ଗିଧି
ଗିଧି ହେରହାଦ୍‌ନୁନୁ ହାଣିଆରୁ ମହିଚିଇଦ୍‍
ଚିଲ୍‍
ଚିଲ୍‍ ଖେରଚିୟାମାନ୍‍ ନେପ୍ପିଦୁଇ ମୁଖି

ଚିହ୍ନ
ମୋ ବାମ ହାତରେ ଗୋଟିଏ କଟା ଚିହ୍ନ ରହିଛି
ଚିହ୍ନା
ଏଙ୍ଘାଏ ଡେବା ହେଖାନୁ ଅଣ୍ଟା ମୁରକା ଚିହ୍ନା ଆତଲିଦ୍‍
ଚିହ୍ନା
ଏଙ୍ଘାଏ ଡେବା ହେଖାନୁ ଅଣ୍ଟା ମୁରକା ଚିହ୍ନା ଭାଇ

ଚିକିତ୍ସା
ନିୟମିତ ଚିକିତ୍ସା କଲେ ଏଡ୍‌ସ୍‍ ଭଲ ହୋ‌ଇଯାଏ
ଜାତ୍‌ନାନା
ରୋଜ ଜାତ୍‌ନାନକୁନ ଏଡ୍‌ସ୍‍ ବାନେ ମାନିଦ୍‍
ଦାୱାଇ ବିରୋ
ରୋଜ ଦାୱାଇ ବିରୋ ବାନଞ୍ଜକାତେ ଏଡ଼ସ୍‍ ଦାଓମାନି

ଚିଙ୍ଗୁଡ଼ି
ଚିଙ୍ଗୁଡ଼ି ଘେରି ଯାକ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ କରୁଛି
ଚପୟଁ
ଚପୟଁ ଘେରି ଗୁଠିଦ୍‍ ଚିଲିକାନ୍ତା ପୁହୁଡି କାମିଦ୍‍
ଚପ୍ପେ
ଚପ୍ପେ ଘେରା ଗୁଠିଦ୍‍ ଚିଲିକାନ୍ତା ସଭାନ ଖାତାମ ନାନି

ଚିରାଲେଙ୍କଡ଼ା
ପାଗଳଟା ଚିରା ଲେଙ୍କଡ଼ା ପିନ୍ଧି ବୁଲୁଛି
ଏଟର୍କା ଲେଙ୍ଗଟି
ପାଗଲା ଏଟର୍କା ଲେଙ୍ଗଟି ଆତ୍ତା କିରି କୁଦ୍ଦାଲଦାସ୍‍
ଏଟେରକା କାରମ୍ଭା
ପାଗଲାସ ଏଟେରକା କାରୟାନ ଚଆର କୁଳାଦାସ


logo