logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଚାରି ଆଡକୁ
ପକ୍ଷୀ ମଡ଼କ ଚାରି ଆଡକୁ ବ୍ୟାପିଥାଏ
ଚାରି ପାଖାନ
ଅଡାମାଣା ଚାରିପାଖାନ୍‍ ଘେରି ଆରୁ କାଇଦ୍‍
ଚାଇରୋ ପାଖେ
ଅଡ଼ା ମାଶା ଚାଇରୋପାଖେ ଫାଏଲାରି

ଚାଲି ଚାଲି
ପାର୍ବତ୍ୟ ଅଞ୍ଚଳରେ ଲୋକେ ଚାଲିଚାଲି ଯାଆ ଆସ କରନ୍ତି
ଏକାଏକା
ପାର୍ତା ଆଡାନୁ ଆଲାର ଏକାଏକା କାଲାବାର କାମନାଏ
ଏକାଏକା
ପାର୍ତା ଆଡାନୁ ଆଲାର ଏକାଏକା କାଲାବାର କାମନାଏ

ଚାଷ
ଚାଷ ଅଛି ଯାହାର କି ଆନନ୍ଦ ତାହାର
କିର୍ସୀ
କିର୍ସୀ ନେଖାଏଁ ଆତଲିଦ ଆରଘି ବାଗ୍‌ଗେ ଖୁସି
ଖିତି
ଖିତି ନେଖାଏ ରାଇ ଆନାଇତ ଖୁସି ମାନ୍ନାର ଆର

ଚାପି
ଗଳି ଯାଉଥିବା ପାଣିକୁ ଚାପି ରଖ
ଆରର୍ବାନା
ତୁରର୍ଦ୍ଦନା ଆମ୍ମୁନୁ ଆରର୍ବାଚା
ଆରର୍ବାନା
ତୁରର୍ଦ୍ଦନା ଆମ୍ମୁନୁ ଆରର୍ବାଚା

ଚାକିରୀ
ଆଜିକାଲି ଚାକିରୀ ମିଳିବା କଷ୍ଟକର ଅଟେ
ନୋକ୍ରି
ଇନ୍ନାନେଲା ନୋକ୍ରି ହାଖାରନା ମୁସକିଲଦ୍‍
ନୋକ୍ରି
ଇନ୍ନାନେଲା ନୋକ୍ରି ହାଖାରନା ମୁସକିଲ ହିକେ

ଚାବି
ମୁଁ ସାଇକେଲ ଚାବି ହଜାଇ ଦେଇଥିଲି
କୁଁଚି
ଏନ୍‌ ସାଇକେଲ କୁଁଚି ଏଫସକାନ ଚିଚକାନ
କୁଁଚି
ଏନ୍‌ ସାଇକେଲ କୁଞ୍ଜି ଏଫସକାନ ଚିଚକାନ

ଚାଳ
ଆଜି ଆମ ଚାଳ ଉପରେ କାଉ ରାବୁଥିଲା
ମୁରଧୁଣୀ
ଇନ୍ନା ଏମହାଏ ମୁରଧୁଣୀ ମିଁୟା ହାହା ଚିର୍‌ରାଲିଆ
ମୁନଧାନି
ଇନ୍ନା ଏମହାଏ ମୁନଧାଡ଼ି ମାୟା କାୱା ଖାଡ଼ରାରାଲିୟା

ଚାକୁଣ୍ଡା
ଚାକୁଣ୍ଡାର ପତ୍ର ସନ୍ଧ୍ୟାବେଳେ ମ‌ଉଳି ଯାଏ
ଚାକଡା
ଚାକଡାଘି ଆଥା ବିଡ ଅକନାଗେନ ସାଫଟାରି କାଇଦ୍‍
ଚାକଣା
ଚକସା ଆଡ୍‌ଖା ବିତି ପୁତ୍ତନାଗେ ମାରଲାରି କାଲି

ଚାଉଳ
ଚାଉଳ ଚୁନାରେ ଆରିଷା ପିଠା ହୁଏ
ତିହିଲ୍ଲା
ତିହିଲ୍ଲା ଗୁଣ୍ଡାନ୍ତି ଛେଲେ ଆସ୍‌ମା ମାନିଦ୍‍
ତିଖିଲ
ତିଖିଲ ଗୁଣ୍ଡାନ୍ତି ଆପଡ଼ି ଆସାମା ମାଡ଼

ଚାରା
ଫଳ ଚାରା ଲଗାଇ ତାରି ଯତ୍ନ ନିଅ
ବିହିନି
ଫାଡ଼ ବିହିନି ଇଦାକିରି ତାଙ୍ଘାଏ ଯତନ ହୁଆ
ବିହିନି
ଖାଞ୍ଜାପା ବିହନିନ ଇଦାକି ତାଙ୍ଘାଏ ଯାତାନ ନାନା


logo