logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

କଜିଆ
ଶ୍ରେଣୀରେ କଜିଆ କର ନାହିଁ
ଝା‌ଗ୍‌ଡ଼ା
କିଲାସ୍‍ ନୁ ଝାଗ୍‌ଡ଼ା ଆମା କାମା
ଝା‌ଗ୍‌ଡ଼ା
କିଲାସ୍‍ ନୁ ଝାଗ୍‌ଡ଼ା ଆମା କାମା

କଳି
କଳିରୁ ଶାନ୍ତି ହଜିଯାଏ
ଲାଗ୍ନା ଲେଖେରନା
ଲାଗ୍ନା ଲେଖେରନା ତି ଶାନ୍ତି ଏପ୍‌ଶ୍ରୀ କାଇ
ଲାଗ୍ନା ଲେଖେରନା
ଲାଗ୍ନା ଲେଖେରନା ତି ଶାନ୍ତି ଏପ୍‌ଶ୍ରୀ କାଇ

କଥାଭାଷା
ଆମ କଥା ଭଷା ସ୍ୱାଦ ଯୁକ୍ତ ହେବା ଉଚିତ
କାଥାବାର୍ତ୍ତା
ନାମ୍‌ହାଁୟ କାଥାବାର୍ତ୍ତା ତେଙ୍ଗନାଦ୍‍ ଏମ୍ବା ମାନ୍ନା ଦାରକାର
କାଥାବାର୍ତ୍ତା
ନାମ୍‌ହାଁୟ କାଥାବାର୍ତ୍ତା ତେଙ୍ଗନାଦ୍‍ ଏମ୍ବା ମାନ୍ନା ଦାରକାର

କରୁଣ
ଦୁଃଖି ଲୋକର କରୁଣ କ୍ରନ୍ଦନ ଇଶ୍ୱର ଶୁଣନ୍ତି
ବିକଲ
ଦୁଃଖି ଆଲାଘି ବିକଲ ଅଲହନାନ୍‍ ଭଗବାନସ୍‍ ମେନ୍ଦାସ୍‍
ଖିଲ୍‌ପାଇତ୍‍
ଦୁଃଖି ଆଲାପି ଖିଲପାଇତ ଚିଖ୍‌ନାନ ଧାତର୍ମସ ମେନ୍ଦାସ୍‍

କମ୍ପାଉଣ୍ଡର
ଡ଼ାକ୍ତରଖାନାରେ କମ୍ପାଉଣ୍ଡର ଔଷଧ ଦିଅନ୍ତି
କମ୍ପାଉଣ୍ଡର
ଦାକ୍‌ତରଖାନାନୁ କମ୍ପାଉଣ୍ଡସ୍‍ ମାନ୍ଦାର ଚିଦାସ୍‍
କମ୍ପାଉଣ୍ଡର
ଦାକ୍‌ତରଖାନାନୁ କମ୍ପାଉଣ୍ଡରାସ୍‍ ମାନ୍ଦାର ଚିଦାସ୍‍

କର୍ମଚାରୀ
କର୍ମଚାରୀ ନିଜ କର୍ତ୍ତବ୍ୟରେ ବିଶ୍ୱସ୍ତ ହେବା ଉଚିତ
ଚାକିରିଆ
ଚାକିରିଆସ୍‍ ନିଜର ନାଲଖୁନୁ ବିସ୍ୱାସ୍‍ ମାନ୍ନା ଦାରକାର
ଚାକିରିଆ
ଚାକିରିଆସ୍‍ ନିଜର ନାଲଖୁନୁ ବିସ୍ୱାସ୍‍ ମାନ୍ନା ଦାରକାର

କର‌ଇ
ମୁଁ ନିତି ସକାଳେ ପ୍ରାର୍ଥନା କର‌ଇ
କାମଦାନ୍‍
ଏନ୍‍ ରୋଜ ପାଇରି ଗୁହାର କାଦାନ୍‍
କାମଦାନ୍‍
ଏନ୍‍ ରୋଜ ପାଇରି ଗୁହାର ନାନ୍‌ଦାନ୍‍

କଷଣ
କଷଣ ସହିବା ବୁଦ୍ଧିମାନର କାମ ଅଟେ
କଷଟ୍‍
କଷଟ୍‍ ସାହାନାଦ୍‍ ବୁଦ୍ଧିଆଲସ୍‍ କି ନାଲଖୁଦ୍‍
କଷଟ୍‍
କଷଟ୍‍ ସାହାନାଦ୍‍ ବୁଦ୍ଧିଆଲସ୍‍ ଘି ନାଲାଖ୍‍ ହିକେ

କର୍ଣ୍ଣ
କର୍ଣ୍ଣ ଦ୍ୱାରା ଶ୍ରବଣ ହୁଅ‌ଇ
ହେବ୍‌ଦା
ହେବ୍‌ବ ଘି ଲାଗାନ୍‍ ମେନା କାଇ
ହେବ୍‌ଦା
ହେବ୍‌ବ ଘି ଲାଗାନ୍‍ ମେନା କାଇ

କ‌ଇଁଚି
କ‌ଇଁଚି ରେ ବାଳ କଟାଯାଏ
କାଇଁଚି
କାଇଁଚି ତି ଚୁଟି ମୁଣ୍ଡା କାଇ
କାଇଁଚି
କାଇଁଚି ତି ଚୁଟି ମୁଣ୍ଡା କାଟ୍‌ତାରୀ


logo