logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Oraon-Kisan-Sabdakosh

ଓଲଟାଇ
ଘୁର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ
ଉଲଟାନା
ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ହାମି ଉଲଟି ହେବ୍‌ଡ଼ିଦ୍‍
ଉଲଟାନା
ଧୁନ୍ଦୁଧୁକାଦ୍‍ ଆଡ଼ପାନ୍ତା ଖମିନ ଉଲଟି ହେବ୍‌ଡ଼ି

ଓଡ଼ିଶୀ
ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଉଛି
ଓଡ଼ିଶୀ
ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍
ଓଡ଼ିଶୀ
ଓଡ଼ିଶୀ ନାଲନାଦ୍‍ ପୁରଥିନୁ ଆଦର ହାଖାଲିଦ୍‍

ଓହଳି
ଯାନବାହନରେ ଓହଳି ଯାତ୍ରାକରିବା ବିପଦପୂର୍ଣ୍ଣ ଅଟେ
ଝୁଲରନା
ଗାଡ଼ି ମଟରନୁ ଝୁଲରନା କାନାଦ୍‍ ବାଡ଼କା ବିପଦ୍‍
ଝୁଲରନା
ଗାଡ଼ି ମଟରନୁ ଦଲଂଗାରନା କାନାଦ୍‍ ଆନାଇତ ସଂକଟ ହିକେ


logo