logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅମ୍‍ଟା
ବିଂ. ଆଂବିଳିଆ l

ଅମର୍‍ବା
କ୍ରି. ଯଥା ସମୟରେ ପହଂଚିବା, ଉଚ୍ଚ ବା ଦୂର ସ୍ଥାନକୁ ଯତ୍ନପୂର୍ବକ ହାତ ବା ଅନ୍ୟ ବସ୍ତୁ ଲଂବାଇ ଛୁଇଁବା l

ଅମ୍‍ରାବା
କ୍ରି. ପଛରେ ଯାତ୍ରା ଆରଂଭ କରି ପୂର୍ବରୁ ଯାଇଥିବା ଲୋକଂକ ପାଖରେ ପଂହଚିବା l

ଅମରି
ବି. ବାଡ ପ୍ରଭୃତି ପାଇଁ ଲଗାଯାଉଥିବା ଛୋଟ ଉଦ୍ଭିଦ ବିଶେଷ, ବିଂ. ଜଳ ଅଭାବରୁ ଫସଲ ମରୁ ନଥିବା (ଜମି) l ଦୃ: ବଁଧ୍‍ ତଲେଁ ତାଁକର୍‍ ଦୁଇ ଏକର୍‌ ଅମରି ଜମି ଅଛେ l

ଅମ୍‍ରିବା
ଅମର୍‍ବା' ଦେ l

ଅମ୍‌ରୁତ୍‌
ବି. ପିଜୁଳି l

ଅମଲ୍‌
ବି. ଦୋଦୁଲ୍ୟମାନ ଅବସ୍ଥା l

ଅମାଧୁମିଆ
ବିଂ. ଅନୁମାନକରି, କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନରଖି l ଦୃ : ସେ ଅମାଧୁମିଆ ବାଡି ବୁଲଉଛେ l

ଅମାନ୍‌ତି
ବିଂ. ଅମାନିଆ l

ଅମାନତି
ବିଂ. ଜାମିନ୍‍ ହିସାବରେ ଦାଖଲ କରା ହୋଇଥିବା ଚଂକା ବା ତତ୍ତୁଲ୍ୟ ମୂଲ୍ୟର ବସ୍ତୁ l


logo