logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଭାବିଆ
ବିଂ. ଅଭାବୀ l

ଅଭି
ସ. ଏବେ, ଏହିକ୍ଷଣି ,ବର୍ତ୍ତମାନ l

ଅଭିରନ୍‍
ବିଂ. ଅସମଂଜସ, ଯାହା ଠିକ୍‍ ମାନେନାହିଁ ବା ସାଜେନାହିଁ l ଦୃ: କୋଟ୍‌ ପେଁଟ୍‌ ପିଂଧା ଲୋକ୍‌ ଅଂଗ୍‌ଛି ଧଏଲେ ଅଭିରନ୍‌ ଦିସ୍‌ସି l

ଅଭେଲ୍‍
ବିଂ. ଭେଲ୍‌କା l

ଅଭୋ
ବିଂ. ଭକୁଆ, କୌଣସି କଥା ବୁଝି ନପାରି ଆଁ ଫାଡି ଅନାଇ ରହୁଥିବା ବ୍ୟକ୍ତି l

ଅମ୍‍କା
ସ. ଅମୁକ l

ଅମ୍‍କା ବିମ୍‍କା
ସ. ଅମୁକ ସମୁକ l

ଅମ୍‍ଚୁର୍‍
ବି. ଶୁଖା ଆଂବର ଚୂର୍ଣ l

ଅମ୍‍ଜାଇବା
କ୍ରି. ମୁକାବିଲା କରିବା l

ଅମଟ୍‍
ବିଂ. ଅମ୍ଳଯୁକ୍ତ l


logo