logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅବାତବା
ଅ. ହୋଇପାରେ ନ ହୋ‌ଇପାରେ ଏପରି ଅନିଶ୍ଚିତ ଅବସ୍ଥା l

ଅବାହାନ୍‍
ବିଂ. ଅଯୋଚା (ବଳଦ) , ଅମଣିଆ (ପଶୁ) l

ଅବିତ୍‍
ବି. ୧. ହଲପ୍‌, ସତ୍ୟ କଥନ ନିମଂତେ ଶପଥ l ୨. ଖେଳ ବଂଦ କରିବା ନିମଂତେ ଇଂଗିତ ଶବ୍ଦ l

ଅବିସିରି
ଅ. ଅବିଶ୍ରାଂତ ଭାବରେ l ଦୃ : ଅବିସିରି ପଢିପଢି ତାଁକର୍‌ ଆଏଁଖ୍‌ ଖରାପ୍‌ ହେଇଗଲା l

ଅବିହରା
ବିଂ. ଅବିବାହିତ l

ଅବିହାରି
ବିଂ. ଅବିବାହିତା l

ଅବେଲିଆ
ବିଂ. ଅସମୟରେ l

ଅବୋଠବୋ
ବିଂ. ଗଂଠିଗଂଠିଆ l

ଅବୋଥବୋ
ଅ. କୌଣସି କାର୍ଯ କରିବାକୁ ସିଦ୍ଧାଂତରେ ପହଂଚି ନପାରିବା ଅବସ୍ଥା l

ଅବୋଧ
ବିଂ. ଅସଂତୁଷ୍ଟ l


logo