logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅପଟ୍‌ପଟ୍‌
ବିଂ. ନିପଟ, ନିତାଂତ l

ଅପତ୍‌
ଅପେତ୍‌' ଦେଖ l

ଅପନ୍‌ତରା
ବି. ବୃଥା ଆଚରଣରେ ଲିପ୍ତ ବ୍ୟକ୍ତି l

ଅପ୍‌ନା
ସ. ନିଜର, ଆପଣା l

ଅପ୍‌ନେ
ସ. କୌଣସି ମାନ୍ୟବ୍ୟକ୍ତିଂକ ଅନୁପସ୍ଥିତିରେ ତାଂକୁ ସୂଚିତ କରିବା ସର୍ବନାମ l

ଅପର୍‌ଛନିଆ
ବିଂ. ଅପରିଚ୍ଛନ୍ନ l

ଅପର୍‌ଝା
ବିଂ. ପର୍‌ଝା (ବଘରା) ହୋଇ ନଥିବା l

ଅପର୍‌ତେ
ବି. ଅବିଶ୍ୱାସ l

ଅପର୍‌ବଲ୍‌
ବିଂ. ବହୁତ, ପ୍ରବଳ l ଦୃ: ହେ ଆଡେ ଅପର୍‌ବଲ୍‌ ବର୍‌ସା ହେଇଛେ l

ଅଁପ୍‌ରାଚିପ୍‌ରା
ବି. ନଖକୁ ଅସ୍ତ୍ର ରୂପେ ବ୍ୟବହାର କରି ଲଢେଇ l


logo