logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅନାଏତ୍‌
ବିଂ.୧.ଅଣଓସାରିଆ କୃତ୍ରିମ ପାଣିନାଳ, ୨.ମଂଦା, ୩.ପଦ୍ମା, ୪.ମହୁଫେଣା l

ଅନାମେତ୍‌
ବିଂ. ସଂପୂର୍ଣ ଭାବରେ l (ନାସ୍ତିବାଚକ)

ଅନି
ବି. ପୂର୍ବ ପ୍ରଚଳିତ ଏକ ଅଣା ମୂଲ୍ୟର ଧାତୁ ମୁଦ୍ରା l

ଅନିଅମ୍‌
ବି.ବେନିୟମ l

ଅନିଆତେକ୍‍
ବିଂ. ପ୍ରଚୁର l

ଅନିଏ
ବି.ଅନ୍ୟାୟ l

ଅନୁଖନ୍‌
ଅ. ସର୍ବଦା,ଅନୁକ୍ଷଣ l

ଅପ୍‌କା
ଅବ୍‌ଗା' ଦେଖ l

ଅପଚ୍‌
ବିଂ.ଅପାଚ୍ୟ l

ଅପଟ୍‌/ଡ୍‌
ବି. ମନୋମାଳିନ୍ୟ, ଅମେଳ, ବୁଝାମଣା ଅଭାବ l


logo