logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅତେବୁତେ
ବି. ଛୋଟିଆ ମୋଟିଆ କାମ l

ଅଥକ୍‌
ବିଂ. ଅକ୍ଲା୍ନ୍ତ l

ଅଥର୍‌ବା
ବିଂ. ଜୀର୍ଣ ଓ ଦୁର୍ବଳ ,ଶକ୍ତିହୀନ l

ଅଥଲ୍‌
ବିଂ. ଅତି ଗଭୀର l

ଅଥା
ବି. କ୍ଲାଂତ,ହାଲିଆ,ହଇରାଣ l

ଅଥା/ଥୋଥୋଲି
ବି. ଅସ୍ଥିର ଅବସ୍ଥା,ଦହଗଂଜ l

ଅଥର୍‌
ବିଂ. ଅସ୍ଥିର l

ଅଁଦ୍‌
ବି. ଚର୍ମ ଦଉଡି l

ଅଦ୍‌ନସି ଆ
ବିଂ. ଅଧା ପଂତରିଆ ଭାବେ କାମ କରୁଥିବା (ବ୍ୟକ୍ତି) l

ଅଦ୍‌ନାସ୍‍
ବି. ଅର୍ଧନାଶ l


logo