logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଣେ/ଡେଲ୍‍
ବି.ମଧୁଛତ୍ର,ଯେଉଁ ଛତ୍ରରେ ମହୁମାଛିମାନେ ଅଂଡା ଦିଅଂତି l

ଅଂଡ
ବି. ସଂଢା l

ଅଂଡର୍‌ବେଲ୍‌
ବି. ଅଂତର୍ବାସ,ଇଂ ଅଂଡର୍‌ୱେର୍‌ l

ଅଂଡ୍‌ରା
ବି. ପୁରୁଷ,ପୁରୁଷ ଜାତୀୟ,ସ୍ୱାମୀ,ପତି l

ଅଁତ୍‌
ଇ. ମର୍ମ,ଅନ୍ତର୍ନିହିତ ଉଦ୍ଦେଶ୍ୟ ବା ମନୋଭାବ l

ଅଁତ୍‌କୁହା
ବିଂ.ଯାହାର ଅଂତର ସଫା ନୁହେଁ,ଦୂଷିତ ହୃଦୟ(ବ୍ୟକ୍ତି) l

ଅଁତ/ତାଜିଆ
ବିଂ. ଅନୁମାନିକ ,ଅଂଦାଜିଆ l

ଅତ୍‌ଡିଆ
ବିଂ. ଖରାପ,ଅସୁବିଧାଜନକ (ରାସ୍ତା) l

ଅତ୍‌ପର୍‌
ଅ. ଏହାର ପରବର୍ତୀ,ଅତଃପର l

ଅଁତର୍‌ପୁଡ୍‌
ବି. ଘରର ପଛ ପାଖର କାଂଥ l


logo