logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଭିତ୍‌ରିଆ
ବି. ଘର ଭିତରର ବିଷୟାଦି ବୁଝାସୁଝା କରିବା ବ୍ୟକ୍ତି

ଭିତା
ବି. ଚାଖଂଡ ପରିମାଣ

ଭିତେ
ବିଂ. ଚାଖଂଡେ

ଭିମ୍‌କଲା
ବିଂ. ଅତିଶୟ କଳା

ଭିର୍‍କିବା
କ୍ରି. ହୁରୁଡ଼ିବା, ଭୟରେ ଚମକିବା, ଭୀତତ୍ରସ୍ତ ହେବା

ଭିର୍‍‌ନା
ବି. ୧. ଶଗଡ଼ରେ ବୋଝେଇ ମାଲ ସୁରକ୍ଷିତ କରିବା ସକାଶେ ଭିଡ଼ାଯିବା ମୋଟା ଓ ଶକ୍ତ ଦ‍ଉଡ଼ି | ୨. ଅଂଟା ଭିଡ଼ା ଲୁଗା

ଭିର୍‍‌ଭିନା
ବିଂ. ଅଖଂଜିଆ (ବେଶ, ପୋଷାକ)

ଭିର୍‍‌ଭିର୍‍ନା
ବିଂ. ବିକୃତ, କଦର୍ଯ

ଭିରିବା
କ୍ରି. ସାଜିବା, ମାନିବା, ସୁଂଦର ଦିଶିବା

ଭିରେଇବା
କ୍ରି. ଯୋଗାଡ଼, ମରାମତି କରିବା


logo