logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ବଏଁରା/ରି
ବି. ଏକ ପ୍ରକାର ମାଛ

ବଏରାଗି
ବିଂ. ସଂସାରତ୍ୟାଗୀ, ବୈରାଗୀ

ବଏଲ୍
ବି. ଆଶ୍ୱିନ ପୂର୍ଣମି ତିଥିରେ ମାଉଲି ବା ଦେବୀଂକ ଆସ୍ଥାନରେ ପଡୁଥିବା ବଳି ଓ ହେ‍ଉଥିବା ଉତ୍ସବ

ବଏଲ୍‌ତା
ବି. ଦୀପ, ସଳିତା

ବଏଲ୍ ଭରାବା
କ୍ରି. ମନୁଷ୍ୟ ଶରୀରରେ ଦେବତା ପ୍ରବିଷ୍ଟ କରାଇବା, କାଳିସୀ ଲଗାଇବା

ବଏଲା
କ୍ରି. କହିଲା

ବଏଲେ
ଅଂ. ଯଦି | ଦୃ : ସେ ଆଏବା ବଏଲ୍ ମୁଇଁ ଜିମି

ବଏଲୋ
ବି. ଅଧିକାର | ଦୃ : ତାର ଧନେ ମୋର୍ ବଏଲୋ ଅଛେ

ବଏସ୍
ବି. ବଶ, ଅଧୀନତା

ବଏସର
ବ‍ଇସରା' ଦେଖ


logo