logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ବଡ୍‌ଘାଏଁ
କ୍ରି. ବିଂ. ବିଶେଷ ଜୋର୍‌ରେ | ଦୃ : କ୍ରିକେଟ୍ ବଲ୍ ବଡ୍‌ଘାଏଁ ବାଜଲା ଜେ ନଲି ଗୋଡ଼୍ ଫାଟିଜାଇଛେ

ବଡ୍‌ତାର
ବିଂ. ଅତି , ଅତ୍ୟଂତ

ବଡ୍‌ରୋଗ୍
ବି. କୁଷ୍ଠ ରୋଗ

ବଡ୍‌ଲି
ବି. ଏକାଧିକ ପତ୍ନୀ ଥିବା ସ୍ଥଳେ ଜ୍ୟେଷ୍ଠା ପତ୍ନୀ

ବଡ୍‌ସଲା
ବି. ପତ୍ନୀର ବଡ଼ ଭାଇ

ବଡ଼ା
ବିଂ. ଅତ୍ୟଧିକ , ବହୁତ

ବଡ଼ାତାର/ଲ୍
ବିଂ. ଅତ୍ୟଧିକ , ବହୁତ, ବେଶି

ବଁଡ଼ା
ବିଂ. ଥୁଂଟା, ଲାଂଗୁଳ ବିହୀନ

ବଡ଼ି
ବି. ବାପାଂକ ବଡ଼ଭାଇଂକ ପତ୍ନୀ

ବଡ଼ିଅଲ୍
ବି. ଆତ ଫଳ


logo