logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ବଜଂତ୍ରି
ବି. ବାଦକ, ବାଜାବାଲା

ବଜର୍
ବିଂ. ଟାଣ, ଶକ୍ତ, ବଜ୍ରତୁଲ୍ୟ

ବଜର୍ ବଜର୍
ବି. ବାକ୍‍ବିତଂତା, ଅନର୍ଗଳ କଥନ

ବଜ୍‌ରି
ବି. ପ୍ରି ପରିସ୍ରା

ବଜ୍‌ରିବା
କ୍ରି. ଟାଣ ହେବା

ବଜା
ବି. ବାଦ୍ୟ, ବାଦନଯଂତ୍ର

ବଜେ
ବି. ସମୟ ସୂଚକ | ଦୃ : ଆଠ୍ ବଜେ, ଦଶ୍ ବଜେ | (ଘଂଟାରେ ୧,୨,୩… ବାଜିବାର ସୂଚକ)

ବଝା
ବିଂ. ପାଗ୍‍ଳା, ବିକୃତ ମସ୍ତିଷ୍କ

ବଂଜିରି
ବି. ଏକ ପ୍ରକାର ମାଛ

ବଟ୍‌କି
ବି. ଧାତୁ ପାତ୍ର ବିଶେଷ, କଂସା


logo