logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ପଟ୍‌କା
ବି. ଗାମୁଛା

ପଟ୍‌କିବା
କ୍ରି. ବାହୁ ବେଷ୍ଟନ କରି ଭୂମିରେ କଚାଡ଼ି ପକାଇଦେବା

ପଟ୍‌ନି
ବି. ୧. ଢବା ଘର ଛାତରେ ଲାଗିବା ପଥର ପଟା | ୨. ପଟା ୩. ବେଲ ନଟୁରେ ବ୍ୟବହୃତ କାଠି

ପଟ୍‌ପଟ୍
ବିଂ. ସଂପୂର୍ଣତାସୂଚକ | ଦୃ : ଜିହାଁ ପଟ୍‌ପଟ୍ ପଏସା

ପଟ୍‌ବା
କ୍ରି. ୧. ଶେଷ ହେବା, ସମାପନ ହେବା, | ୨. ସ୍ଥିର ହେବା, ମେଳ ଖାଇବା, ନିଷ୍ପତ୍ତି ହେବା

ପଟା
ବି. ମ‍ଇ, କଁପର୍ ବିଂ. ପୋତା ହୋ‌ଇଥିବା

ପଟାବା
କ୍ରି.୧. ସମାଧାନ କରିବା, ପ୍ରବର୍ତାଇବା, ମୂଲାଇବା | ୨. ପୋତାଇବା

ପଟା ମାର୍‍ବା
କ୍ରି. କର୍ଷିତ କ୍ଷେତର ମାଟି ଟେଳା ଆଦିରେ ମ‍ଇ ଦ୍ୱାରା ଗତିଶୀଳ ଚାପ ଦେଇ ଭୂମିକୁ ସମତଳ କରିବା

ପଟି
ବି. ୧. ଶଯ୍ୟାସନ ବିଶେଷ | ୨ . ଶଗଡ଼ ଚକର ଲୁହା ବଳୟ ତଳେ ଲାଗିବା କାଠ | ୩. ଛୋଟ କିଆରି

ପଟିଆ
ବିଂ. ପଟ ବା ପକ୍ଷର ସମର୍ଥକ, ପକ୍ଷଭୁକ୍ତ


logo