logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ପଚାବା
କ୍ରି. ସୂତା ପ୍ରଭୃତି ପାକଳ କରିବା

ପଁଚିଆ
ବି. ଛୋଟ ଗାମୁଛା , ପୋଛା କନା

ପଚିବା
କ୍ରି. ଖାଦ୍ୟ ହଜମ ବା ଜୀର୍ଣ ହେବା

ପଁଚେଲ୍
ବି. ୧. ତେଂଡା ଖୁଂଟ ଓ ପାଚିକୁ ଯୁକ୍ତ କରିବା ଦୁଇ କାଠ ଖଂଡ | ୨. ଯୁଆଳିରେ ବଳଦ କାଂଧ ପାଖରେ ଲାଗିବା ଦୁଇ ଖଂଡ କାଠ

ପଛ୍‌ରା
ବି. ପାଛୁଡ଼ା, ପଛ ବା ପିଠି ଘୋଡ଼ାଇବା ବସ୍ତ୍ର

ପଛ୍‌ଲା
ବିଂ. ପଶ୍ଚାତ୍‍ବର୍ତ୍ତୀ, ପୂର୍ବର

ପଛାଡ଼୍
ବିଂ. ପଛ ଆଡ଼

ପଛାଡେ
ବିଂ. ପଛ ଆଡେ

ପଛିଂଦର୍
ବି. ସରକାରୀ ଯାତ୍ରୀବାହୀ ବସ୍ | ଇଂ. ପାସେଂଜର୍ ବସ୍

ପଛୁଆବା
କ୍ରି. ପଛେଇ ଯିବା, ସମସ୍ତକଂ ପଛରେ ଯିବା


logo