logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ପଣ୍‌କା
ପଁଡ଼୍‍କା' ଦେଖ

ପତର୍‍କଟା
ବି. ଯେଉଁମାନେ ତାଳ ପତ୍ର କାଟି ଲେଖଂତି, କରଣ ଜାତି

ପତର୍‌ଛେଦ୍
ବି. ସମୂହ ଭୋଜନ ବେଳେ କାହାରି ଖାଇବା ପତ୍ରରେ କୌଣସି ଖାଦ୍ୟ ଦ୍ରବ୍ୟ ନ ଦେବା , ତଜ୍ଜନିତ ଭେଦଭାବପୂର୍ଣ ବ୍ୟବହାର | (ସାମାଜିକ ବିଚାରରେ ଏହା ଅତ୍ୟଂତ ଗର୍ହିତ)

ପତର୍‌ଛେରା
ବି. ଅସଂଭାଳ ହୋ‌ଇ ପତ୍ରରେ ଛେରି ପକାଉଥିବା ବ୍ୟକ୍ତି, ଅତି ମାତ୍ରାରେ ଭୀରୁ ସ୍ୱଭାବର ବ୍ୟକ୍ତି

ପତର୍‌ପୁଡ଼ା
ବି. ପତ୍ର ଆବରଣ ମଧ୍ୟରେ ରଖି ନିଆଁରେ ପୋଡ଼ି ସିଦ୍ଧ କରାଯିବା ଖାଦ୍ୟ

ପତର୍‌ଫୁଟା
ବି. ରାତି ଶେଷ ଓ ଦିନ ଆରଂଭ ସମୟ, ଭୋର୍ ବେଳ (ଯେତେ ଆଲୁଅ ହେଲେ ଗଛର ପତ୍ର ସବୁ ଗୋଟି ଗୋଟି ହୋ‍ଇ ଦେଖାଯାଏ

ପତର୍‌ପେଁଡ଼ି
ବି. ଏକ ପ୍ରକାର ବିଷାଣ କୀଟ

ପତର୍‌ଲସା
ବି. ପତ୍ର ମଧ୍ୟରେ ଲୁଚି ରହୁଥିବା ବିଷାଣ କୀଟ ବିଶେଷ

ପତର୍‌ଲେଛା
ପତର୍‌ଲସା' ଦେଖ

ପତର୍‌ସହରା
ବି. ଏକ ଶ୍ରେଣୀୟ 'ସହରା' ଜାତି , ସେମାନଂକର ନାଚ ଗୀତ ଇତ୍ୟାଦି


logo