logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ନାନୁ
ବି. ଏକ ପ୍ରକାର ସୁନାହାର

ନାପ୍
ବି. ମାପ

ନାପାସ୍
ବି. ଇଂଲିଶ୍ 'ପାସ୍' ସହିତ ସମଲ୍‌ପୁରି 'ନା' ଯୁକ୍ତହୋ‍ଇ ଏ ଶବ୍ଦ ଗଠିତ ଅନନୁମୋଦନ, ନାପସଂଦ

ନାପିବା
କ୍ରି. ମାପିବା

ନାପେକର୍
ବିଂ. ମାପିବା ଅବସ୍ଥା , ପରିମାଣ ବା ଉଚ୍ଚତା ଆଦି ପ୍ରାପ୍ତ ହେବା ଅବସ୍ଥା

ନାମ୍‌କା
ବିଂ. ପ୍ରସିଦ୍ଧ, ମର୍ଯାଦାଯୁକ୍ତ, ନାମୀ

ନାମା
ଅ. ନାମସୁଦ୍ଧା ଅର୍ଥାତ୍ ବିଲ୍‍କୁଲ୍ | ଦୃ : ମୋର୍‍ନ ଟଁକା ନାମା ନାଇଁନ

ନାର୍
ବି. ମିଥ୍ୟା

ନାର୍‌ବା
ନାରିବା' ଦେଖ

ନାରଂଗି
ବି. ଏକ ପ୍ରକାର ମିଠା କମଳା ଫଳ


logo