logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ତଗ୍‍ଲିବା
କ୍ରି. ତରଳିବା | ଦୃ; ନିଆଁ ପାଖେ ରଖ୍‌ଲେ ଘି ତଗ୍‍ଲି ଜାଏସି

ତଗିଆ
ବି. ତ୍ୟାଗ

ତଗେଇ
ବି. ଗୁଡ଼ିଆମାନଂକର ବଡ଼ ବଡ଼ ହାଂଡି, ଯହିଁରେ ଖଜା ବା ଉଖୁଡା ପାଗ କରାଯାଏ

ତଁଟି
ବି. ତଂଟି, ଗଳା | ୨. ଘରର ଓଳି ମୁଂଡରେ ଲାଗିବା ଖପରଲି | (ଏହାର ତଳେ ଗୋଟିଏ ଦାଂତ ବାହାରିଥାଏ, ଯାହା ଯୋଗୁଁ ସଂପୁର୍ଣ 'ତଁଟି' ଚାଳ ମୁଂଡର ବାଉଁଶରେ ଅଟକି ରହେ

ତଡ଼୍‌କିବା
କ୍ରି. ରାଗିଯାଇ ଉଚ୍ଚସ୍ୱରରେ କହିବା

ତଡ଼୍‌ରୋ
ବି. ବୃକ୍ଷ କଟୋର

ତଡାକ୍‌
ଅଂ. ହଠାତ୍‌ l

ତଁଢେଇ
ବି. ଡାଆଣୀ, ଗୁଣି ଗାରିଡ଼ି ଜାଣିଥିବା ସ୍ତ୍ରୀ

ତତ
ବି. ପରିସ୍ରା (ଶିଶୁ ଭାଷା)

ତତ୍‌କାବା
କ୍ରି. ହଳକୁ ବାମରୁ ଡାହାଣକୁ ବୁଲାଇବା


logo