logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ତିଲ୍‌ଛାଟ୍
ବିଂ. ସିଧାସଳଖ

ତିହଡ଼ି
ବିଂ. ଗୋଟିକ ଉପରେ ଆଉ ଗୋଟିଏ ଲଦି ହୋ‌ଇ ବାହାରିଥିବା (ଦାଂତ), ଅସମାନ ଦାଂତ

ତିହଡ଼ିଦେବା
କ୍ରି. ପ୍ରହାର କରିବା, ମାଡ଼ ମାରିବା

ତିହାର୍
ବି. ଉତ୍ସବ, ପର୍ବପର୍ବାଣି

ତିହାର୍‍ବାହାର୍
ବି. ପର୍ବପର୍ବାଣି , ଉତ୍ସବ ଓ ଆନଂଦଜନକ ଅନୁଷ୍ଠାନ

ତିହାରି
ବି. ନିର୍ବଂଧ ପରେ, କିଂତୁ ବିବାହ ପୂର୍ବରୁ ବରଘରୁ କନ୍ୟାଘରକୁ ଓ କନ୍ୟାଘରୁ ବରଘରକୁ ପଠାଯିବା ଲୁଗା, ମିଷ୍ଟାନ୍ନାଦି ଉପଢୌକନ

ତିହାରି ମେଘ
ବି. ଆଶ୍ୱିନ ମାସରେ ପୂଜା ସମୟରେ ହେବା ବର୍ଷା ବା ବର୍ଷାପାଗ

ତିହିଡ଼ିବା
କ୍ରି. ପ୍ରହାର କରିବା

ତିହୁରା
ବି. ତୃତୀୟ ବାର, ଭୋଜନ ସମୟରେ ତୃତୀୟ ଥର ଖାଦ୍ୟ ପରିବେଷଣ

ତୁଇ
ସ. ତୁ, ତୁହି


logo