logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ତାସୁଆ
ବି. ୧. ଚାଷୀ | ୨. ତାସ ଖେଳ ପ୍ରତି ଅତ୍ୟଂତ ଅନୁରକ୍ତ ବ୍ୟକ୍ତି

ତାହାଟା
ବିଂ. କାମୁକ

ତାହେରୁ
ଅଂ. ତା'ପରେ, ତା'ଉତ୍ତାରୁ

ତିଅର୍
ବି. ଧୀବର, ଜନଜାତି ବିଶେଷ

ତିଅର୍ ଖାଏବା
ତ୍ରିବାର ପରଷା ନେଇ ଖାଇବା

ତିଆର୍
ବିଂ. ପ୍ରସ୍ତୁତ, ସୁଂଦର | ଦୃ: ଇଟା ବଡ଼େ ତିଆର୍ ଦିସୁଛେ

ତିଆର୍‍ବା
କ୍ରି. ୧. ଆଦେଶ ଦେବା, ବୁଝାଇ କହିବା | ୨. ପ୍ରସ୍ତୁତ କରିବା

ତିଆସି
ବିଂ. 'ବାସି'ର ପୂର୍ବ ଦିନ

ତିଆସି ଚନା
ବି. ଏକ ପ୍ରକାର ବୁଟ

ତିଉନ୍
ବି. ତିଅଣ, ତରକାରି


logo