logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଢାପ୍/ବ୍‌ନି
ବି. ଢାଂକୁଣୀ, ଆବରଣ, ଆଚ୍ଛାଦକ

ଢାପି/ବିବା
କ୍ରି. ଢାଂକିବା, ଘୋଡ଼ାଇବା. ଆବୃତ କରିବା

ଢାବ୍‌ଗୁଡ଼ୁ
ବି. ସଂପୂର୍ଣ ରୂପେ ଘୋଡାଇ ହୋ‌ଇ | ଦୃ: ସେ ଢାବ୍‍ଗୁଡୁ ହେଇ ସୁଇଛେ

ଢାବେନ୍
ବି. ବଡ଼ ଢାଂକୁଣୀ

ଢାଁସୁସ୍
ବିଂ. ଧୈର୍ଯଶୀଳ, ସାହସୀ

ଢିଆ
ବିଂ. ବଡ଼, ବୃହତ୍ (ସାଧାରଣତଃ ବଡ଼ ଉକୁଣି ଓ ଚାଉଲ ସଂବଂଧରେ ପ୍ରଯୁକ୍ତ)

ଢିକ୍‌କିନା
ବିଂ. ଅତି କର୍ମତତ୍ପର

ଢି କରି
ବିଂ. ଅପ୍ରତ୍ୟାଶିତ ଭାବରେ

ଢିଟ୍
ବିଂ. ଏକଜିଦିଆ

ଢିଁଡ଼ା
ବିଂ. ମେଂଚା, ପୁଳା, ଲେଂଦା


logo