logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଟରଚ୍
ଇଂ. ଟର୍ଚ୍ଚ, ଟିପାବତି

ଟର୍‌ଟର୍‌
ବିଂ. ଚଂଚଳ, ଏକନିଷ୍ଠ | ଦୃ : 'ହାଟର୍ କନିଆଁ ବାଟର୍ ବର୍, ଚାଲି ଜାଉଥିବେ ଟର୍‌ଟର୍‌

ଟର୍‌ଟରା
ବିଂ. ଅତିଶୟ (କଳା)

ଟର୍‌ଟରିଜିବା
କ୍ରି. ଅତିଶୟ ମ‍ଇଳା ହୋ‍ଇଯିବା

ଟର୍‌ରା
ବିଂ. ଗର୍ବୀ

ଟର୍‌ଲି
ବି. ଇଂ. ଟ୍ରଲି

ଟର୍‌ଲିଆ
ବିଂ. ଆତ୍ମଂଭରି , ଗର୍ବୀ

ଟରୋଟରୋ
ବିଂ. ଦ୍ରୁତ ପଦକ୍ଷେପର ଭଂଗି, ଚାଲିବାର ଛଂଦ ସୂଚକ ବିଶେଷଣ

ଟସ୍‌କିବା
କ୍ରି. ୧. କୌଣସି ସ୍ଥାନରୁ ଖସି ଚାଲିଯିବା, ମୂଳ ପିଂଡ ବା ଗୋଷ୍ଠୀରୁ ଭିନ୍ନ ହେବା | ୨. କୁଟା ହୋ‌ଇଥିବା ଚାଉଳକୁ କୁଂଡା କାଢିବା ପାଇଁ ପାଛୁଡ଼ିବା

ଟସ୍‌ମସ୍
ବି. ହଲଚଲ


logo