logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଚରେଇ ଘର୍
ବି. ନୀଡ଼

ଚରେନ୍‌ଗୁଡ଼ା
ବି. ଗୋଚର ଭୂମି

ଚଲ୍ କର୍‍ବା
କ୍ରି. ସ୍ନାୟୁରେ ହଠାତ୍ ତୀବ୍ର ଯଂତ୍ରଣା ହେବା

ଚଲ୍ ଚଲ୍
ବି. ଅଂତର୍ଗତ ବେଦନା

ଚଲ୍‌ତି
ବିଂ. ସୁପ୍ରଚଳିତ

ଚଲ୍‌ତିବାଟ୍
ଚଲାବାଟ

ଚଲ୍‌ଧା
ବି. ଚାଉଳକୁ ପାଣିରେ ବୁଡ଼ାଇ ଧୋ‌ଇବା ପାଇଁ ବାଉଁଶ ପାତିଆ ତିଆରି 'ଭୁଗା'

ଚଲନ୍
ବି. ବ୍ୟବହାର , ଆଚରଣ

ଚଲ୍‍ବା
କ୍ରି. ଚଳିବ

ଚଲ୍‍‌ହା ପୋକ୍
ବି. ଗଉଡୁଣୀ ପୋକ


logo