logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଗ୍‍ଲି
ବିଂ. ପ୍ରଥମ,ଆଗ l

ଆଗତ୍‍
ବିଂ. ଭବିଷ୍ୟତ୍‍ l

ଆଗତ୍‍ନିଗତ୍‍
ବି. ଆଗପଛ, ଅତୀତ ଭବିଷ୍ୟତ୍‍, ପୂର୍ବାପର l

ଆଗାଡ୍‍
ବି. ଆଗାଆଡ l

ଆଗାଡିଆ
ବିଂ. ସମ୍ମୁଖବର୍ତୀ l

ଆଗାଡୁ
ବି. ସମ୍ମୁଖରୁ l

ଆଗାଡେ
ବି. ଆଗାଆଡେ l

ଆଗି
ବି. ଅଗ୍ନି, ନିଆଁ l

ଆଗୁଆନି
ବି. ଅଗ୍ରଗାମୀ l

ଆଁଗୁଠ୍‍
ବି. ଆଂଗୁଠି l


logo