logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଖର୍‍ପାଖର୍‍
ବି. ସାହି ପଡିଶା l

ଆଖ୍‍ରିକେ
ବି. ଶେଷରେ l

ଆଖ୍‍ରିସରି
ବି. ସର୍ବଶେଷ ଉପାୟ l

ଆଁଖଲ୍‍
ବି. ଲୁହ, ଅଶ୍ରୁ l

ଆଖେପାଖେ
ବି. ଚାରିଆଡେ, ନିକଟରେ l

ଆଗ୍‍
ବି. ୧. ଅଗ୍ର, ସାମନା, ଭବିଷ୍ୟତ୍‍ l୨.ବଡ ମହୁମାଛି l

ଆଗ୍‍ବସା
ବି. ମହୁଫେଣା l

ଆଗ୍‍ଭାରି
ବି. ବୋଝାଇ ପରେ ଶଗଡର ଆଗପାଖ ପଛପାଖ ଅପେକ୍ଷା ଅଧିକ ଓଜନିଆ ହେବା ଅବସ୍ଥା l

ଆଗଲ୍‍
ବି. ବେଶି ଅନୁପାତ l ଦୃ: ବିର୍‍ହିଆଗଲ୍‍, ଚୁନାଆଗଲ୍‍ l

ଆଗ୍‍ଲା
ବିଂ. ପରବର୍ତ୍ତୀ,ଆଗମୀ l


logo