logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଏତ
କ୍ରି. (ତୁମେ) ଆସଂତ l

ଆଏତ୍‍
ବି. ଆୟତ୍ତ, ସାଧ୍ୟ, ଅଧୀନରେ l ଦୃ: ଉଦୁର୍‌ର୍ଛା ପିଲାକେ କିଏ ଆଏତ୍‌ କରି ପାର୍‌ବା ?

ଆଏତା
କ୍ରି. (ସେ) ଆସଂତା l

ଆଏତି
କ୍ରି. (ମୁଁ) ଆସଂତି l

ଆଏତି ଜାଏତି
ବିଂ. ଆସିବା ଯିବା, ଗମନାଗମନ ହେଉଥିବା l ଦୃ: ଆଏତି ଜାଏତି ବାଟେଁ ଠିଆ ନାଇଁ ହୁଅ l

ଆଏତୁ
କ୍ରି. (ତୁ) ଆସଂତୁ l

ଆଏତୁଁ
କ୍ରି. (ଆମେ) ଆସଂତୁ l

ଆଏବଏ
ବି. ଆୟ ବ୍ୟୟ l

ଆଏଲା/ଲି/ଲୁ
କ୍ରି. ଆସିଲା/ଲି/ଲୁ l

ଆଏଲା କାଏଲା
ବିଂ. ଦୁର୍ବଳ ଓ କ୍ଲାଂତ l


logo